ETV Bharat / bharat

ଯବାନ-ନକ୍ସଲ ଗୁଳିବିନିମୟ: 2 ଯବାନ ସହିଦ, 6 ଆହତ

author img

By

Published : Feb 10, 2020, 9:47 PM IST

ଛତିଶଗଡର ବିଜାପୁର ଜିଲ୍ଲାରେ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟି 2 ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଏହି ଘଟଣାରେ 204 ବାଟାଲିୟନର 6 ଜଣ କୋବ୍ରା ଯବାନ ଆହତ ହୋଇଛନ୍ତି ।

jawan-naxal encounter
ଯବାନ-ନକ୍ସଲ ଗୁଳିବିନିମୟ: 2 ଯବାନ ସହିଦ, 6 ଆହତ

ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟି 2 ଜଣ ଯବାନ ସହିଦ ହୋଇଛନ୍ତି । ଏହି ଘଟଣାରେ 204 ବାଟାଲିୟନର 6 ଜଣ କୋବ୍ରା ଯବାନ ଆହତ ହୋଇଛନ୍ତି। ଏଠାରେ କୁମ୍ବିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ 2 ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପରେ ସେହି ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.