ETV Bharat / bharat

ଦିନିକିଆ ଭାରତ ଗସ୍ତରେ ଜାପାନର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀ

ଦିନିକିଆ ଭାରତ ଗସ୍ତରେ ଆସିଥିବା ଜାପାନର ବୈଦେଶିକ ମନ୍ତ୍ରୀ ତୋସିମିଟଲୁ ମେତେଗି ଏବଂ ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ଅଧିକ ଖବର ପଢନ୍ତୁ...

author img

By

Published : Nov 30, 2019, 12:49 PM IST

_Japanese Foreign Affairs Minister
ଭାରତ ଗସ୍ତରେ ଜାପାନ ପ୍ରତିପକ୍ଷ,ଭେଟିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ

ନୂଆଦିଲ୍ଲୀ: ଦିନିକିଆ ଭାରତ ଗସ୍ତରେ ଆସିଥିବା ଜାପାନ ବୈଦେଶିକ ମନ୍ତ୍ରୀ ତୋସିମିଟଲୁ ମେତେଗି ଓ ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହି ଅବସରରେ ନୂଆଦିଲ୍ଲୀ ଠାରେ ଉଭୟ ଜାପାନ-ଭାରତ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ସମ୍ବନ୍ଧୀୟ ଟୁ ପ୍ଲସ ଟୁ ବୈଠକରେ ଉଭୟ ଦେଶର ପ୍ରତିନିଧି ଯୋଗଦେବେ ବୋଲି ଭାରତୀୟ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ(ଏମଇଏ) ପକ୍ଷରୁ ସୂଚନା ଦିଆଯାଇଛି ।

Japanese Foreign Affairs Minister

ଭାରତ ଗସ୍ତ ସମୟରେ ଜାପାନର 2 ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିବେ ବୋଲି ଏମଇଏ ପକ୍ଷରୁ ବୟାନ ଜାରି ହୋଇଛି ।

ଏହି ବୈଠକରେ ଜାପାନ ପକ୍ଷରୁ ତୋସିମିଟଲୁ ମେତେଗି ଓ ତାରୋ କୋନୋ ପ୍ରତିନିଧିତ୍ବ କରୁଥିବା ବେଳେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ଏସ ଜୟଶଙ୍କର ଅଂଶଗ୍ରହଣ କରିବେ । ଏହା ପୂର୍ବରୁ 2018 ମସିହାରେ ଉଭୟ ଦେଶର ପ୍ରଧାନମନ୍ତ୍ରୀସ୍ତରୀୟ ଆଲୋଚନା ଜାପାନରେ ଅନୁଷ୍ଠିତ ହୋଇଥିଲା । ଏ ବୈଠକରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ସହ ପ୍ରତିରକ୍ଷା ସହଯୋଗକୁ ସୁଦୃଢ କରିବା ନେଇ ଆଲୋଚନା ହେବ । ଯାହା ପରବର୍ତ୍ତୀ ସମୟରେ ଶାନ୍ତି, ସହଯୋଗ ଓ ସମୃଦ୍ଧି ଦିଗରେ ଦୁଇ ଦେଶର ଜନସାଧାରଣଙ୍କ ପାଇଁ ସହାୟକ ହେବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.