ETV Bharat / bharat

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ସର୍ଚ୍ଚ ଅପରେସନ ଜାରି

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ସର୍ଚ୍ଚ ଅପରେଶନ ଜାରି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 19, 2019, 9:03 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଶନିବାର ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । କାଶ୍ମୀରର ବରମୂଳା ଜିଲ୍ଲାରେ ଏକ ଗହଣା ଦୋକାନକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ସର୍ଚ୍ଚ ଅପରେଶନ ଜାରି ରହିଥିବା ଜଣାପଡିଛି ।

ସେପଟେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାରେ ଶନିବାର ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି । ସ୍ଥାନୀୟ ହୀରାନଗର ସେକ୍ଟରର ମାନ୍ୟାରି-ଚୋରଗଲି ଅଞ୍ଚଳରେ ପାକିସ୍ତାନ ସେନା ଶିବିର ଗୁଡିକରୁ ମୋର୍ଟାର ମାଡ଼ ହୋଇଛି । ସକାଳ ୭ଟା ୩୦ରେ ପାକିସ୍ତାନ ପୋଷ୍ଟରୁ ଗୁଳି ବର୍ଷା ହୋଇଥିଲା । ଯାହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଥିବା ଜଣାପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.