ETV Bharat / bharat

ଲସ୍କରର ଟପ୍‌ କମାଣ୍ଡର ଆତଙ୍କବାଦୀ ଆସିଫ୍‌ ନିହତ

author img

By

Published : Sep 11, 2019, 11:19 AM IST

Updated : Sep 11, 2019, 4:57 PM IST

ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିପଡିଛି ଲସ୍କର-ଇ-ତୋଏବାର ଟପ୍ କମାଣ୍ଡର ଆତଙ୍କବାଦୀ ଆସିଫ୍‌।

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପୋରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିପଡିଛି ଲସ୍କର-ଇ-ତୋଏବାର ଟପ୍‌ କମାଣ୍ଡର ଆତଙ୍କବାଦୀ ଆସିଫ୍‌ । ସେପଟେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଏହି ଏନକାଉଣ୍ଟରରେ 2 ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ଆତଙ୍କବାଦୀ ଆସିଫ୍‌ ଲୁଚିଥିବାର ଖବର ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତାକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ସେ ଶୁଣିନଥିଲା। ତେବେ ଆସିଫ୍‌ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲା । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ।

ମୃତ ଆତଙ୍କବାଦୀ ଆସିଫ୍‌ କିଛି ଦିନ ତଳେ ସୋପୋରେରେ ଜଣେ ଫଳ ବ୍ୟବସାୟୀଙ୍କ ପରିବାର ଉପରେ ଆକ୍ରମଣ କରିଥିଲା । ଏଥିର 3 ଜଣ ଆହତ ହୋଇଥିଲେ। ଏହା ବ୍ୟତିତ ସୋପୋରେର ଶାଫି ଆଲମ ନାମକ ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ମଧ୍ୟ ସେ ସାମିଲ ଥିଲା।

Intro:Body:

BLANK FOR LINK 

Conclusion:
Last Updated : Sep 11, 2019, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.