ETV Bharat / bharat

ବହିଷ୍କାର ହେଲେ ଆତଙ୍କବାଦୀଙ୍କ ସହଯୋଗୀ ଡିଏସପି - ଡିଏସପି ଦେବେନ୍ଦ୍ର ସିଂହ

ଆତଙ୍କବାଦୀଙ୍କ ସହ ଧରା ପଡିଥିବା ଡିଏସପି ଦେବେନ୍ଦ୍ର ସିଂହଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । ଦେବେନ୍ଦ୍ର ସିଂହଙ୍କୁ ଜାମ୍ମୁ ଓ କାଶ୍ମୀର ପୋଲିସ ବହିଷ୍କାର କଲା । ଅଧିକ ପଢନ୍ତୁ...

ଆତଙ୍କବାଦୀଙ୍କ ସହଯୋଗୀ ଡିଏସପିକୁ ବହିଷ୍କାର କଲା ଜାମ୍ମୁ-କାଶ୍ମୀର ପୋଲିସ
ଆତଙ୍କବାଦୀଙ୍କ ସହଯୋଗୀ ଡିଏସପିକୁ ବହିଷ୍କାର କଲା ଜାମ୍ମୁ-କାଶ୍ମୀର ପୋଲିସ
author img

By

Published : Jan 15, 2020, 7:55 PM IST

ଶ୍ରୀନଗର: କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଧରା ପଡିଥିବା ଡିଏସପି ଦେବେନ୍ଦ୍ର ସିଂହଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦେବେନ୍ଦ୍ର ସିଂହଙ୍କୁ ଜାମ୍ମୁ ଓ କାଶ୍ମୀର ପୋଲିସ ବହିଷ୍କାର କରିଛି । ଡିଏସପିଙ୍କୁ ବହିଷ୍କାର କରାଯିବା ନେଇ ଏକ ଆଦେଶନାମା ଜାରି କରାଯାଇଛି ।

ଡିଏସପି ଦେବେନ୍ଦ୍ର ସିଂହଙ୍କୁ ବହିଷ୍କାର କରାଯିବା ନେଇ ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ ସିଂହ ସୂଚନା ଦେଇଛନ୍ତି । ଡିଏସପି ଦେବେନ୍ଦ୍ରଙ୍କୁ ଶନିବାର 2 ଜଣ ଆତଙ୍କବାଦୀଙ୍କ ସହ ଧରିଥିଲା ପୋଲିସ । ସେ କିଛି ଦିନରୁ ଛୁଟିରେ ଥିଲେ । ସଂସଦ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଘଟଣାରେ ଦେବେନ୍ଦ୍ର ଯାଞ୍ଚ ଏଜେନ୍ସିଙ୍କ ଟାର୍ଗେଟରେ ଥିଲେ ।

ଜାମ୍ମୁ ଓ କାଶ୍ମୀରର କୁଲଗାମରୁ ଗିରଫ ହୋଇଥିବା ଡିଏସପି ଦେବେନ୍ଦ୍ର ସିଂହଙ୍କୁ ନେଇ ସୁରକ୍ଷା ଏଜେନ୍ସି ଅନେକ ଥର ଆଲର୍ଟ କରିସାରିଥିଲେ । ହେଲେ କେତେବେଳେ ଭାଗ୍ୟ ତ ଆଉ କେତେବେଳେ ବ୍ୟବସ୍ଥାର ଅବହେଳା କାରଣରୁ ବଞ୍ଚିଯାଉଥିଲେ ଡିଏସପି । କିନ୍ତୁ 11 ଜାନୁଆରୀରେ ତାଙ୍କୁ ଶ୍ରୀନଗରରୁ ପିଛା କରିଥିଲା ସୁରକ୍ଷା ଟିମ୍‌ । ଜବାହର ଟନେଲ ପୂର୍ବରୁ ପୋଲିସ ଦେବେନ୍ଦ୍ରଙ୍କୁ 2 ଟପ ଆତଙ୍କବାଦୀଙ୍କ ସହ ଗିରଫ କରିଥିଲା । ହିଜବୁଲର 2 ଆତଙ୍କବାଦୀ ଡିଏସପିଙ୍କ ଘରେ 2 ଦିନ ରହିଥିବା ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ ଦେବେନ୍ଦ୍ରଙ୍କୁ ପଚରାଉଚରା ଜାରି ରଖିଛି ।

Intro:नई दिल्ली । उन्नाव रेप मामले में दोषी करार दिए गए विधायक कुलदीप सिंह सेंगर ने ट्रायल कोर्ट के फैसले को दिल्ली हाईकोर्ट में चुनौती दी है। 20 दिसंबर 2019 को तीस हजारी कोर्ट ने सेंगर को उम्रकैद की सजा सुनाई थी। 

Body:क्या कहा था तीस हजारी कोर्ट ने
कुलदीप सिंह सेंगर को दोषी करार देते हुए तीस हजारी कोर्ट ने अपने फैसले में कहा था कि इस मामले में वो सारी मजबूरियां और लाचारियां हैं जो दूरदराज में रहने वाली ग्रामीण महिलाओं के सामने अक्सर आती हैं। जिनसे जूझ कर लडकियां और महिलाएं डर और शर्म से अपना नारकीय जीवन काटती हैं।
पुरुषवादी सोच हावी रही
कोर्ट ने कहा था कि हमारे विचार से इस जांच मैं पुरुषवादी सोच हावी रही है और इसी वजह से लड़कियों के खिलाफ यौन हिंसा और शोषण में जांच के दौरान संवेदनशीलता और मानवीय नजरिये का अभाव दिखता है। यही वजह है कि जांच के दौरान इस मामले में कई जगह ऐसा लगा कि पीड़ित उसके परिवार वालों के साथ निष्पक्ष जांच नही हुई।

Conclusion:लखनऊ से दिल्ली एम्स में इलाज के लिए शिफ्ट किया गया था।
आपको बता दें कि सुप्रीम कोर्ट के आदेश के बाद पीड़िता को पिछले 28 जुलाई को लखनऊ से दिल्ली एम्स में इलाज के लिए शिफ्ट किया गया था। पिछले 11 और 12 सितंबर को जज धर्मेश शर्मा ने एम्स के ट्रॉमा सेंटर जाकर बने अस्थायी कोर्ट में पीड़िता का बयान दर्ज किया था।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.