ETV Bharat / bharat

ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଗାଁକୁ କରୁଛି ଟାର୍ଗେଟ

ପୁଣି ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । କାଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସୀମା ନିକଟବର୍ତ୍ତୀ ଗାଁକୁ ଟାର୍ଗେଟ କରି ଗୁଳିମାଡ କରାଯାଇଛି ।

ପ୍ରତିିକାତ୍ମକ ଫଟୋ
author img

By

Published : Oct 13, 2019, 9:55 AM IST

ଶ୍ରୀନଗର: ପୁଣି ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । କାଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସୀମା ନିକଟବର୍ତ୍ତୀ ଗାଁକୁ ଟାର୍ଗେଟ କରି କରିଛି ଗୁଳିମାଡ । ଭାରତୀୟ ସେନା ପକ୍ଷରୁ ଦିଆଯାଇଛି ପାଲଟା ଜବାବ ।

ଶନିବାର ରାତିରୁ ରବିବାର ସକାଳ 5.30 ପର୍ଯ୍ୟନ୍ତ ପାକିସ୍ତାନ ପଟୁ ଗୁଳିମାଡ ହୋଇଛି । ଭାରତରେ ଅନୁପ୍ରବେଶ ପାଇଁ କିଛି ଆତଙ୍କବାଦୀ ସୀମାରେ ରହିଥିବାର ଗୁଇନ୍ଦା ସୂଚନା ମିଳିଛି । ତେବେ ସେମାନଙ୍କୁ ପ୍ରବେଶ କରାଇବା ପାଇଁ ଏପରି କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି ।

ପାକିସ୍ତାନ ପଟୁ ସୀମାବର୍ତ୍ତୀ ଗାଁ ଉପରକୁ ହୋଇଥିବା ଗୁଳିମାଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.