ETV Bharat / bharat

ଶାହପୁର-କେରନୀ ସେକ୍ଟରରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ

author img

By

Published : Oct 1, 2019, 9:53 AM IST

ଜମ୍ମୁ-କାଶ୍ମୀରର ପୁଞ୍ଛରେ ମଙ୍ଗଳବାର ପୁଣିଥରେ  ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଶାହପୁର ଏବଂ କେରନୀ ସେକ୍ଟରରେ ଭାରତୀୟ ସେନା ଶିବିରଗୁଡିକୁ ଟାର୍ଗେଟ କରି ଗୁଳି ଏବଂ ମୋର୍ଟାର ମାଡ କରିଛି ।

ଫାଇଲ ଫଟୋ

ଶ୍ରୀନଗର: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସଂପୂର୍ଣ୍ଣ ଭାବେ ବିବ୍ରତ ହୋଇପଡିଛି । ଫଳରେ ଭାରତୀୟ ସୀମାରେ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗୁଳିମାଡ କରୁଛନ୍ତି ପାକ୍‌ ସେନା । ଏହି କ୍ରମରେ ପାକ୍‌ ଜମ୍ମୁ-କାଶ୍ମୀରର ପୁଞ୍ଛରେ ମଙ୍ଗଳବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଶାହପୁର ଏବଂ କେରନୀ ସେକ୍ଟରରେ ଭାରତୀୟ ସେନା ଶିବିରଗୁଡିକୁ ଟାର୍ଗେଟ କରି ଗୁଳି ଏବଂ ମୋର୍ଟାର ମାଡ କରିଛନ୍ତି ପାକ୍‌ ସେନା । ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା ।

ସେପଟେ ଗତକାଲି ମଧ୍ୟରାତ୍ରିରେ ମଧ୍ୟ କଠୁଆ ଜିଲ୍ଲା ହିରାନଗରର ମନୟାରୀ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଏଥିରେ ଭାରତୀୟ ସେନାର ଜଣେ ଯବାନ ଆହତ ହୋଇଥିବା ସୂଚନା ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.