ETV Bharat / bharat

ଗଣ୍ଡରବାଲରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, 3 CRPF ଯବାନ ଆହତ

ଗଣ୍ଡରବାଲରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ 3 ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଗଣ୍ଡରବାଲରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, 3 CRPF ଯବାନ ଆହତ
ଗଣ୍ଡରବାଲରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, 3 CRPF ଯବାନ ଆହତ
author img

By

Published : Dec 23, 2020, 8:00 PM IST

ଶ୍ରୀନଗର: ଡିଡିସି ନିର୍ବାଚନ ମଧ୍ୟରେ ଜମ୍ମୁ କାଶ୍ମୀରର ଗଣ୍ଡରବାଲରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ 3 ସିଆରପିଏଫ ଯବାନ ଆହତ ହୋଇଛନ୍ତି ।

ସମସ୍ତ ଆହତ ସୁରକ୍ଷାକର୍ମୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନେ ବିପଦମୁକ୍ତ ଥିବା କୁହାଯାଉଛି । ଗଣ୍ଡରବାଲର ଦୁଦ୍ଦରହାମ ଅଞ୍ଚଳରେ ସିଆରପିଏଫ ପାଟ୍ରୋଲିଂ ପାର୍ଟି ଉପରକୁ ଗ୍ରେନେଡ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ଗଣ୍ଡରବାଲରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, 3 CRPF ଯବାନ ଆହତ

ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଗଣ୍ଡରବାଲ ଏସଏସପି ଖାଲିଲ ପୋଲୱାଲ କହିଛନ୍ତି, 3 ଜଣ ସିଆରପିଏଫ ଯବାନଙ୍କ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଘଟଣାସ୍ଥଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.