ETV Bharat / bharat

ଆଜି ସୁପ୍ରିମକୋର୍ଟରେ ଜାମିୟା ମିଲିୟା ଶୁଣାଣି - ଜାମିୟା ମିଲିୟା ଶୁଣାଣି

ଜାମିୟା ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟ ଓ ଆଲିଗଡ ବିଶ୍ବବିଦ୍ୟାଳୟର ଛାତ୍ରଙ୍କ ହିଂସା ଘଟଣାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବେ ।

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟରେ ଆଜି ଜାମିୟା ମିଲିୟା ଶୁଣାଣି
author img

By

Published : Dec 17, 2019, 8:49 AM IST

Updated : Dec 17, 2019, 9:29 AM IST

ନୂଆଦିଲ୍ଲୀ: ଜାମିୟା ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟ ଓ ଆଲିଗଡ ବିଶ୍ବବିଦ୍ୟାଳୟର ଛାତ୍ରଙ୍କ ହିଂସା ଘଟଣାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ମାମଲାରେ ଦାଖଲ ହୋଇଥିବା 3ଟି ଯାଚିକା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବେ । ନାଗରିକତା ସଂଶୋଧନ ଆଇନକୁ ନେଇ ରବିବାର ଏହି ଦୁଇଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଥିଲେ ।

ଜାମିୟା ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟ ଓ ଆଲିଗଡ ବିଶ୍ବବିଦ୍ୟାଳୟର ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଥିଲା । ପ୍ରଦର୍ଶନକାରୀ ଦିଲ୍ଲୀରେ କିଛି ବସରେ ନିଆଁ ଲଗାଇ ଦେଇଥିଲେ । ପରେ ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା । ଘଟଣାରେ କିଛି 10 ପ୍ରଦର୍ଶନକାରୀ ଗିରଫ ହୋଇଥିବାବେଳେ 6 ଜଣ ପୋଲିସ ଆହତ ମଧ୍ୟ ହୋଇଥିଲେ । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଅଧିକାଂଶ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି ।

Intro:Body:

testing

Conclusion:
Last Updated : Dec 17, 2019, 9:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.