ETV Bharat / bharat

ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ସୁନ୍ଦରବାନୀ ସେକ୍ଟରରେ ଜଣେ ଯବାନ ଶହୀଦ

author img

By

Published : Sep 16, 2020, 12:01 PM IST

ସୀମାରେ ପାକର ଅସ୍ତ୍ରବିରତି ଉଲ୍ଲଂଘନ। ପ୍ରତିପକ୍ଷଙ୍କୁ ଜବାବ ଦେବା ବେଳେ ଗୁଳି ମାଡରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ ନାୟକ ଅନିଶ ଥୋମାସ । ମଙ୍ଗଳବାର ଜାମ୍ମୁକାଶ୍ମୀର ରଜୈରୀର ସୁନ୍ଦରବାନୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ପାକର ଅସ୍ତ୍ରବିରତୀ ଉଲ୍ଲଙ୍ଘନ, ସୁନ୍ଦରବାନୀ ସେକ୍ଟରରେ ଜଣେ ଯବାନ ଶହୀଦ

ରଜୌରୀ: ସୀମାରେ ପାକର ଅସ୍ତ୍ରବିରତି ଉଲ୍ଲଂଘନ। ପ୍ରତିପକ୍ଷଙ୍କୁ ଜବାବ ଦେବା ବେଳେ ଗୁଳି ମାଡରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ ନାୟକ ଅନିଶ ଥୋମାସ। ମଙ୍ଗଳବାର ଜାମ୍ମୁକାଶ୍ମୀର ରଜୈରୀର ସୁନ୍ଦରବାନୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବୀରତି ଉଲ୍ଲଂଘନ କରିଥିଲା।

ଜାମ୍ମୁ ସ୍ଥିତ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, “ଅପରାହ୍ନରେ ପାକିସ୍ତାନ ଛୋଟ ଅସ୍ତ୍ରରେ ଗୁଳି ଚଳାଇ ମୋର୍ଟାର ମାଡ କରିଥିଲା। ଏଥିରେ କିଛି ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ରାତି ପ୍ରାୟ 1.20 ସମୟରେ ସୁନ୍ଦରବାନୀ ସେକ୍ଟରର 28 ଟି ଇନଫାନଟ୍ରି ବିଗେଡ୍ର ଓ 17 ଟି ମାଡ୍ରାସ୍ ୟୁନିଟ୍ ଦ୍ୱାରା ପରିଚାଳିତ ମାଲା ଅଞ୍ଚଳରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ସୂଚନା ମିଳିଛି । ମୁଖପାତ୍ର କହିଛନ୍ତି ଯେ ସେନା ଉଚିତ୍ ଭାବରେ ପ୍ରତିଶୋଧ ନେଇଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଆହତ ସୈନ୍ୟଙ୍କୁ ମଧ୍ୟରୁ ଜଣେ ରାଇଫଲମ୍ୟାନ ଶହୀଦ ହୋଇଛନ୍ତି। ମେଜରଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲ ଅଙ୍କୁରକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ର ସରକାର ସୋମବାର ସଂସଦକୁ ସୂଚନା ଦେଇଛନ୍ତି ଯେ ଜମ୍ମୁ ଅଞ୍ଚଳରେ ଚଳିତ ବର୍ଷ ସେପ୍ଟେମ୍ବର 7 ପର୍ଯ୍ୟନ୍ତ 3186ଟି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.