ETV Bharat / bharat

10ଟି ସାଟେଲାଇଟ ନେଇ ମହାକାଶ ଅଭିମୁଖେ ପିଏସଏଲଭି-ସି48 - Satish Dhawan Space Centre

ପିଏସଏଲଭି-ସି48 ଯାନର ଉତକ୍ଷେପଣ କଲା ଇସ୍ରୋ । 10ଟି ସାଟେଲାଇଟ ନେଇ ଏହି ଯାନ ମହାକାଶକୁ ଯାଇଛି ।

PSLV-C48
ପିଏସଏଲଭି-ସି43ର ଉତକ୍ଷେପଣ
author img

By

Published : Dec 11, 2019, 4:08 PM IST

Updated : Dec 11, 2019, 9:03 PM IST

ଶ୍ରୀହରିକୋଟା: ପିଏସଏଲଭି-ସି48 ଯାନର ଉତକ୍ଷେପଣ କଲା ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶଧଓ୍ବନ ସ୍ପେସ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଛି । 10ଟି ସାଟେଲାଇଟ ନେଇ ଏହି ଯାନ ମହାକାଶକୁ ଯାଇଛି ।

ପିଏସଏଲଭି-ସି43ର ଉତକ୍ଷେପଣ

RISAT-2BR1 ସହ ଅନ୍ୟ 9ଟି ବାଣିଜ୍ୟିକ ସାଟେଲାଇଟକୁ ନେଇ ପିଏସଏଲଭି-ସି48 ଯାନ ମହାକାଶକୁ ଯାଇଛି । RISAT-2BR1ର ଓଜନ 628 କେଜି ହୋଇଥିବାବେଳେ ଏହା ଏକ ପର୍ଯ୍ୟବେକ୍ଷଣ ସାଟେଲାଇଟ ।

Intro:Body:

BLANK FOR LINK 

Conclusion:
Last Updated : Dec 11, 2019, 9:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.