ETV Bharat / bharat

କର୍ଣ୍ଣାଟକରେ ଆଇଏସଆଇଏସ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

author img

By

Published : Jan 17, 2021, 6:58 PM IST

ସାଧାରଣତନ୍ତ୍ର ଦିବସ ପୂର୍ବରୁ କର୍ଣ୍ଣାଟକରେ ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ପୋଲିସ ସିରିଆ ସହିତ ସମ୍ପର୍କ ରଖୁଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

isis militant identity found in bengaluru
କର୍ଣ୍ଣାଟକରେ ଆଇଏସଆଇଏସ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ବେଙ୍ଗାଲୁର: ସାଧାରଣତନ୍ତ୍ର ଦିବସ ପୂର୍ବରୁ କର୍ଣ୍ଣାଟକରେ ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ପୋଲିସ ସିରିଆ ସହିତ ସମ୍ପର୍କ ରଖୁଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।

ରାମନଗରରେ ରହୁଥିବା ମୁଜିଜ ବାଗ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ମାମଲା ରୁଜୁ କରାଯାଇଛି । ବିଦେଶରୁ ଅସ୍ତ୍ରଶସ୍ତ୍ର କିଣିବା ଅଭିଯୋଗରେ ଗିରଫ କରାଯାଇଛି । ଏହାପରେ ତାଙ୍କ ଠାରେ ସନ୍ଦେହ କରାଯାଇଥିଲା । ବିଦେଶରୁ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ଲାଇସେନ୍ସର ଆବଶ୍ୟକତା ରହିଛି ଯାହା ତାଙ୍କ ପାଖରେ ନଥିଲା । ଏହାପରେ କଷ୍ଟମ ବିଭାଗ ଅଧିକାରୀମାନେ ଗିରଫ କରିଥିଲେ । ଏହାକୁ ଭିତ୍ତି କରି ସୁରକ୍ଷା ଅଧିକାରୀମାନେ ମୁଜିଜ ବାଗଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ପ୍ରାରମ୍ଭିକ ଅନୁସନ୍ଧାନରେ ଅଭିଯୁକ୍ତ ମୁଜିଜ ବାଗଙ୍କ ଫେସବୁକ ଆକାଉଣ୍ଟରେ 'ସେଭ୍ ସିରିଆ' ସ୍ଲୋଗାନ ମିଳିଛି। ପୋଲିସ ତାର ଅଧିକ ତଦନ୍ତ କରୁଛନ୍ତି। ସୂଚନାଥାଉକି କିଛି ଦିନ ପୂର୍ବରୁ ଡକ୍ଟର ଅବଦୁଲ ରେହମାନ ପୂର୍ବରୁ ଆଇଏସଆଇଏସ ସହ ଜଡିତ ଥିବାରୁ ବେଙ୍ଗାଲୁରୁରେ ଗିରଫ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.