ETV Bharat / bharat

‘କମଲ ନାଥଙ୍କୁ କିପରି ଶୋଭା ପାଉଛି ହୀନ ରାଜନୈତିକ ରଙ୍ଗ’

ମିଥ୍ୟା ଘଟଣା, ତଥ୍ୟ ହୀନ ଏବଂ ଭିତ୍ତି ହୀନ ଘଟଣାକୁ ରାଜନୈତିକ ରଙ୍ଗ ଦେଇଥିବା କମଲନାଥଙ୍କୁ ତୀବ୍ର ଭତ୍ସର୍ନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ଅଧିକ ପଢନ୍ତୁ..

‘କମଲ ନାଥଙ୍କୁ  କିପରି ଶୋଭା ପାଉଛି ହୀନ ରାଜନୈତିକ ରଙ୍ଗ’
‘କମଲ ନାଥଙ୍କୁ କିପରି ଶୋଭା ପାଉଛି ହୀନ ରାଜନୈତିକ ରଙ୍ଗ’
author img

By

Published : Sep 2, 2020, 10:29 PM IST

ଭୋପାଳ: ମଧ୍ୟପ୍ରଦେଶ ବିରୋଧିଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ତୀବ୍ର ଭତ୍ସର୍ନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ମିଥ୍ୟା ଘଟଣା, ତଥ୍ୟ ହୀନ ଏବଂ ଭିତ୍ତିହୀନ ଘଟଣାକୁ ରାଜନୈତିକ ରଙ୍ଗ ଦେଇଥିବା କମଲନାଥଙ୍କୁ ନେତା ହେବା ଶୋଭା ପାଉନାହିଁ ବୋଲି କହିଛନ୍ତି ଶିବରାଜ ।

ବାବୁ ଲାଲ ନାମକ ଜଣେ ବ୍ୟକ୍ତି ନିଜର ରୋଗକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥିବାବେଳେ କମଲନାଥ କହିଛନ୍ତି, ବାବୁଲାଲ ଚାଷୀ ଋଣର କରଜ ସୁଝି ନପାରି ଆତ୍ମହତ୍ୟା କରିଛନ୍ତି । ରାଜ୍ୟ ସରକାର ଏବଂ ବିଜେପି ବିରୋଧରେ ମଧ୍ୟ ଟ୍ବିଟରେ ଉଲ୍ଲେଖ କରିବା ସହ ଶିବରାଜ ସିଂ ଚୌହାନଙ୍କୁ ଆକ୍ଷେପ କରିଛନ୍ତି କମଲନାଥ ।

ସେପଟେ ବାବୁଲାଲଙ୍କ ପୁଅ ସ୍ପଷ୍ଟୀକରଣ ରଖିଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ । ସେଥିରେ ବାବୁଲାଙ୍କ ପୁଅ କହିଛନ୍ତି, ବାପା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଆମେ ଚିକିତ୍ସା କରାଇବା ସହ ଅପରେସନ ମଧ୍ୟ କରିଥିଲୁ । କିନ୍ତୁ ଯନ୍ତ୍ରଣାକୁ ସହ୍ୟ ନକରିପାରି ବାପା ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ କଂଗ୍ରସକୁ ତୀବ୍ର ଭତ୍ସର୍ନା କରିବା ସହ କହିଛନ୍ତି. ଏହା ହିଁ କଂଗ୍ରସର ହୀନ ରାଜନୈତିକ ଆଦର୍ଶ । ଏଭଳି ପ୍ରସଙ୍ଗ କମଲନାଥକୁ କିପରି ଶୋଭା ପାଉଛି ବୋଲି ସେ ପ୍ରଶ୍ନ ମଧ୍ଯ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.