ETV Bharat / bharat

ଆଇଏନଏକ୍ସ ମିଡିଆ ସ୍କାମ: ନଭେମ୍ବର 13 ଯାଏଁ ଜେଲରେ ରହିବେ ଚିଦାମ୍ବରମ - ଚିଦାମ୍ବରମଙ୍କ ଜାମିନ ଖାରଜ

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ପୁଣି ଥରେ ଲାଗିଛି ଶକ୍ତ ଝଟକା। କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିବା ସହ କରି ତାଙ୍କୁ ନଭେମ୍ବର ୧୩ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Oct 30, 2019, 7:42 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାପି. ଚିଦାମ୍ବରମଙ୍କୁ ପୁଣି ଥରେ ଲାଗିଛି ଶକ୍ତ ଝଟକା। କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିବା ସହ କରି ତାଙ୍କୁ ନଭେମ୍ବର ୧୩ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଏହାସହ ନ୍ୟାୟାଧୀଶ ଅଜୟ କୁମାର କୁହାଡ ଇଡିର ଏକ ଦାବିକୁ ମଧ୍ୟ ଖାରଜ କରିଛନ୍ତି । ଏହି ମାମଲାରେ ଇଡି ଆଉ ଗୋଟିଏ ଦିନ ଚିଦାମ୍ବରମଙ୍କୁ ହେପାଜତରେ ରଖି ଜେରା କରିବାକୁ ପ୍ରବର୍ତ୍ତନ ଜେରା କରିବାକୁ ଅନୁରୋଧ କରିଥିଲେ ।

କୋର୍ଟ ଚିଦାମ୍ବରଙ୍କ ସ୍ଵାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ଘର ତିଆରି ଖାଦ୍ୟ ଖାଇବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ଜେଲରେ ଔଷଧର ବ୍ୟବସ୍ଥା, ପଶ୍ଚ୍ୟାତ ଶୈଳୀରେ ନିର୍ମିତ ଶୌଚାଳୟ ଓ ସୁରକ୍ଷାକୁ ଧ୍ୟାନରେ ରଖି ସ୍ବତନ୍ତ୍ର ପ୍ରକୋଷ୍ଠ ଉପଲବ୍ଧ କରାଇବା ପାଇଁ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

p chidambaram sent to judicial custody till 13th november
ଫଟୋ ସୌଜନ୍ୟ: ଏଏନଆଇ

ଏଠାରେ ସୂଚନା ଯୋଗ୍ୟ ଯେ ଚିଦାମ୍ବରମ ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଅଛନ୍ତି। ଇଡି ୨୦୧୭ରେ ବେଆଇନ ଅର୍ଥ କାରବାର ମାମଲାରେ ଚିଦାମ୍ବରଙ୍କ ବିରୋଧରେ ଏତଲା ଦାୟର କରିଥିଲା। ଚିଦାମ୍ବରମଙ୍କୁ ସିବିଆଇ ଅଗଷ୍ଟ ୨୧ରେ ତାଙ୍କ ବାସଭବନରୁ ଗିରଫ କରିଥିଲା। ସିବିଆଇ ମାମଲାରେ ତାଙ୍କୁ କୋର୍ଟରୁ ଜାମିନ ମଳିଥିବା ବେଳେ ଇଡି ମାମଲାରେ ତାଙ୍କୁ ଜାମିନ ମିଳିପାରିନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.