ETV Bharat / bharat

ଭାରତ-ଫ୍ରାନ୍ସ ବନ୍ଧୁତ୍ୱ ସ୍ୱାର୍ଥ ଉପରେ ନିର୍ଭର କରେ ନାହିଁ: ମୋଦି

author img

By

Published : Aug 23, 2019, 1:23 PM IST

ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଉଭୟ ରାଷ୍ଟ୍ରର ବନ୍ଧୁତ୍ବକୁ ନିସ୍ବାର୍ଥପର ବୋଲି କହିଛନ୍ତି । ଭାରତ-ଫ୍ରାନ୍ସ ବନ୍ଧୁତ୍ବ ସ୍ବାର୍ଥ ଉପରେ ନିର୍ଭରଶୀଳ ନୁହେଁ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଗସ୍ତ ଅବସରରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଉଭୟ ଫ୍ରାନ୍ସ-ଭାରତ ମଧ୍ୟରେ ଥିବା ବନ୍ଧୁତ୍ୱ ନିସ୍ବାର୍ଥପର।

କାଶ୍ମୀର ବିଷୟରେ କୌଣସି ଦେଶ ମଧ୍ୟସ୍ଥତା କରିବା ଉଚିତ ନୁହେଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ କହିଥିବା ବେଳେ, ମୋଦି ମଧ୍ୟ ସେଠାରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି।

ଭାରତ ଯୁଗ ଯୁଗରୁ ସଂସ୍କାର ଓ ପରମ୍ପରାରେ ପ୍ରକୃତି ସହିତ ତାଳମେଳ ରଖି ବଞ୍ଚିବା ସପକ୍ଷରେ ରହି ଆସିଥିବା ମୋଦି କହିଛନ୍ତି । ପ୍ରକୃତିର ବିନାଶରେ ମାନବ କଲ୍ୟାଣ ସମ୍ଭବ ନୁହେଁ ବୋଲି ମତ ରଖିଛନ୍ତି ସେ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନେକ ବର୍ଷ ପୁରୁଣା ହୋଇଥିବା ବେଳେ ବନ୍ଧୁତ୍ବ କୌଣସି ସ୍ବାର୍ଥ ଉପରେ ନିର୍ଭର କରେ ନାହିଁ ବୋଲି ସେ ଦର୍ଶାଇଛନ୍ତି।

Intro:Body:

BLANK FOR NEWS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.