ETV Bharat / bharat

24 ଘଣ୍ଟାାରେ 6 ଲକ୍ଷ 61 ହଜାର 715 କୋରୋନା ଟେଷ୍ଟ କରି ରେକର୍ଡ କଲା ଭାରତ - covid 19

କୋରୋନା ସହ ଲଢେଇରେ ଭାରତ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। 24 ଘଣ୍ଟା ମଧ୍ୟରେ 6,61,715 ଟେଷ୍ଟ କରିଥିବା ସ୍ବାସ୍ଥ୍ୟ ବିଭାଗ ତାର ଏକ ଟ୍ବିଟରେ ସୂଚନା ଦେଇଛି।

24 ଘଣ୍ଟାାରେ 6,61,715 କୋରୋନା ଟେଷ୍ଟିଂ କରି ରେକକଲା ର୍ଡ ଭାରତ

author img

By

Published : Aug 4, 2020, 8:52 AM IST

ନୂଆଦିଲ୍ଲୀ: କୋରୋନା ମାମଲା ଦିନକୁ ଦିନ ବଢିଚାଲିଛି। ଏହା ଭିତରେ ଟେଷ୍ଟିଂରେ ରେକର୍ଡ କରି ଚାଲିଛି ଭାରତ। ଗୋଟିଏ ଦିନରେ 6 ଲକ୍ଷ 61ହଜାର 715 ଟେଷ୍ଟ କରି ଏକ ଦିନିଆ ନୂଆ ରେକର୍ଡ ସୃଷ୍ଟି କରିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

କୋରୋନା ସହ ଲଢେଇରେ ଭାରତ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ସାରା ଦେଶରେ କୋଭିଡ୍ 19 ପାଇଁ ମୋଟ 2,08,64,206 ନମୁନା ପରୀକ୍ଷା କରାଯାଇଛି ବୋଲି ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଟୁଇଟ୍ କରି କହିଛନ୍ତି, ‘ଅଧିକରୁ ଅଧିକ କୋରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବା ଜାରି ରଖିଛି।’

ସୋମବାର ଭାରତରେ 52,972 ପଜିଟିଭ୍ ମାମଲା ରିପୋର୍ଟ ହୋଇଥିବା ବେଳେ ଦେଶରେ କୋଭିଡ୍ 19 ଗଣନା 18 ଲକ୍ଷ ମାର୍କକୁ ଅତିକ୍ରମ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.