ETV Bharat / bharat

ବେକାବୁ କୋରୋନା: ଦେଶରେ 24 ଘଣ୍ଟାରେ 81 ହଜାର 484 ସଂକ୍ରମିତ, 1,095 ମୃତ

ଦେଶରେ ଥମୁନି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି 24ଘଣ୍ଟା ମଧ୍ୟରେ 81,484ଟି ନୂଆ କେସ୍‌ ସାମ୍ନାକୁ ଆସିଛି ଓ 1,095ଜଣଙ୍କ ମୃତ୍ୟୁ ହୋଇଛି ।

ବେକାବୁ କୋରୋନା: ଦେଶରେ 24ଘଣ୍ଟାରେ 81 ହଜାର 484 ସଂକ୍ରମିତ, 1,095 ମୃତ

author img

By

Published : Oct 2, 2020, 10:08 AM IST

ନୂଆଦିଲ୍ଲୀ: ଦେଶରେ ଥମୁନି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି 24ଘଣ୍ଟା ମଧ୍ୟରେ 81,484ଟି ନୂଆ କେସ୍‌ ସାମ୍ନାକୁ ଆସିଛି ଓ 1,095ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 63 ଲକ୍ଷ 94 ହଜାର 069ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 53 ଲକ୍ଷ 52 ହଜାର 078ଜଣ ସୁସ୍ଥ ହୋଇଥିବାବେଳେ 9 ଲକ୍ଷ 42 ହଜାର 217ଟି ଆକ୍ଟିଭ କେସ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ମହାମାରୀ ଯୋଗୁଁ ଦେଶରେ 99 ହଜାର 773ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

Aindias-covid-19-tally-reaches-6394-069-on-2nd-october
ଫଟୋ ସୌଜନ୍ୟ:ଟ୍ବିଟର @ICMRDELHI

ଏପଟେ ଅକ୍ଟୋବର 1 ସୁଦ୍ଧା ଦେଶରେ ସର୍ବମୋଟ 7କୋଟି 67ଲକ୍ଷ 17 ହଜାର 728ଟି ନମୁନା ଟେଷ୍ଟ ହୋଇଥିବାବେଳେ ଗତକାଲି (ଅକ୍ଟୋବର 1) 10ଲକ୍ଷ 97ହଜାର 947ଜଣଙ୍କ କୋରୋନା ଟେଷ୍ଟ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.