ETV Bharat / bharat

ଭାରତ ସୀମାରେ ପାକ୍ ଡ୍ରୋନକୁ ଖସାଇଲା ସୁଖୋଇ-30 - bikaner

ପୁଣି ଭାରତୀୟ ବାୟୁ ସେନା ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଭାରତୀୟ ସେନାର ସ୍ଥିତି ପରଖିବା ପାଇଁ ପାକିସ୍ତାନ ପଠାଇଥିଲା ଡ୍ରୋନ । ଯାହାର ନାକାପ ଯୋଜନାକୁ ଖସାଇ ଦେଇଛି ସୁଖୋଇ-30 ।।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 4, 2019, 11:36 PM IST

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏପରିକି ସୀମାରେ ଉଭୟ ପଟୁ ଗୁଳି ଚାଳନା ଲାଗି ରିହଛି । ଏଥି ସହିତ ପାକିସ୍ତାନ ବାରମ୍ବାର ଭାରତୀୟ ବାୟୁସୀମା ମଧ୍ୟ ଉଲ୍ଲଙ୍ଘନ କରୁଥିବାର ଖବର ଆସୁଛି । ତେବେ ଆଜି ପୁଣି ଥରେ ଭାରତ ସୀମାକୁ ପ୍ରବେଶ କରିଥିଲା ପାକର ଏକ ଡ୍ରୋନ । ପରେ ଡ୍ରୋନକୁ ସୁଖୋଇ-30 ଖସାଇ ଦେଇଛି ।

ସୂଚନା ଅନୁସାରେ, ରାଜସ୍ଥାନର ବିକାନେର ଅଞ୍ଚଳରେ ସେନାର ସ୍ଥିତି ପରିଖିବା ପାଇଁ ପାକିସ୍ତାନୀ ଡ୍ରୋନ ଭାରତୀୟ ବାୟୁ ସୀମାକୁ ପ୍ରବେଶ କରିଥିଲା । କିନ୍ତୁ ଭାରତୀୟ ବାୟୁସେନାର ରାଡାର ଏହାକୁ ଚିହ୍ନଟ କରିଥିଲା । ତେବେ ସୀମାରେ କ୍ଷତି ସମ୍ଭାବନା ନେଇ ସୁଖୋଇ-30 ଏମକେଆଇ ଏୟାର ମିସାଇଲ ବ୍ୟବହାର କରି ଡ୍ରୋନକୁ ଖସାଇ ଦିଆଯାଇଛି।

ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ଏହା ପାକିସ୍ତାନର ଦ୍ବିତୀୟ ଡ୍ରୋନ, ଯାହା ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରିଥିଲା । ଗତ ଫେବୃଆରୀ 26ରେ ଗୁଜୁରାଟର କଚ୍ଛ ଠାରେ ଆଉ ଏକ ପାକିସ୍ତାନ ଡ୍ରୋନ ଖସା ଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.