ETV Bharat / bharat

ଚର୍ଚଗେଟ୍ ଷ୍ଟେସନରେ ଲାଗିଲା ରିସାଇକେଲବିନ୍ ପ୍ଲାଷ୍ଟିକ ଚେୟାର

author img

By

Published : Oct 2, 2019, 5:04 PM IST

ପଶ୍ଚିମ ରେଳୱେର ଚର୍ଚଗେଟ୍ ଷ୍ଟେସନରେ ଲାଗିଲା ରିସାଇକେଲବିନ୍  ପ୍ଲାଷ୍ଟିକରେ ନିର୍ମିତ 3ଟି ଆସନ ବିଶିଷ୍ଟ ଚେୟାର ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ରେଳୱେର ନୂଆ ପଦକ୍ଷେପ । ପଶ୍ଚିମ ରେଳୱେର ଚର୍ଚଗେଟ୍ ଷ୍ଟେସନରେ ଲାଗିଲା ରିସାଇକେଲବିନ୍ ପ୍ଲାଷ୍ଟିକରେ ନିର୍ମିତ 3 ଆସନ ବିଶିଷ୍ଟ ଚେୟାର ।

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଦେଶର ପ୍ରତିଟି ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ବ୍ୟାନ ଲଗାଯାଇଥିଲା । ଏଥିସହ ଦେଶବାସୀ ମଧ୍ୟ ଧୀରେ ଧୀରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରୁଥିବା ଦେଖିବାକୁ ମିଳୁଛି ।
ଯାହାକୁ ସହମତି ଦେଇଛି ଭାରତୀୟ ରେଳୱେ । ଏହି ପରୀପ୍ରେକ୍ଷୀରେ ଚର୍ଚଗେଟ୍ ଷ୍ଟେସନରେ ରିସାଇକେଲବିନ୍ ପ୍ଲାଷ୍ଟିକରେ ନିର୍ମିତ 3 ଆସନ ବିଶିଷ୍ଟ ଚେୟାର ଲଗାଇଛି ଭାରତୀୟ ରେଳୱେ । ତେବେ ଏହି ଚେୟାର ପ୍ଲାଷ୍ଟିକରେ ତିଆରି ହୋଇଥିବା ସତ୍ତ୍ବେ ବେଶ୍ ମଜଭୁତ ଥିବା ଜଣାପଡିଛି ।

ତେବେ ଏହା ପରିବେଶକୁ ଦୂଷିତ ହେବାରୁ ବଞ୍ଚିତ ରଖିବ ବୋଲି ଭାରତୀୟ ରେଳୱେ ସୂଚନା ଦେଇଛନ୍ତି ।

Intro:Body:

BLANK  FOR LINK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.