ETV Bharat / bharat

ଲେହରୁ କନ୍ୟାକୁମାରୀ ସମସ୍ତ ଚ୍ୟାଲେଞ୍ଜକୁ ମୁକାବିଲା କରିବ ବାୟୁସେନା: ସ୍କ୍ବାଡ୍ରନ ଲିଡର ସାର୍ଥକ କୁମାର

ଭାରତୀୟ ବାୟୁସେନା ଯେ କୌଣସି ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରିବ । ଭାରତ ଓ ଫ୍ରାନ୍ସ ମଧ୍ୟରେ ଚାଲିଥିବା ସଂଯୁକ୍ତ ଯୁଦ୍ଧାଭ୍ୟାସକୁ ନେଇ ଏହା କହିଛନ୍ତି ଭାରତୀୟ ଫାଇଟର ଜେଟ ରାଫେଲ ସ୍କ୍ବାଡ୍ରନ ଲିଡର ସାର୍ଥକ କୁମାର । ଅଧିକ ପଢନ୍ତୁ...

Indian Air Force’s Rafale fighter jet pilot Squadron Leader
ଭାରତୀୟ ବାୟୁସେନା କୌଣସି ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରିବ: ସ୍କାଡ୍ରନ ଲିଡର ସାର୍ଥକ କୁମାର
author img

By

Published : Jan 23, 2021, 4:43 PM IST

Updated : Jan 23, 2021, 7:20 PM IST

ଜୟପୁର: ଲେହ ରୁ କନ୍ୟାକୁମାରୀ ଯେ କୌଣସି ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରିବ ଭାରତୀୟ ବାୟୁସେନା । ଭାରତ ଓ ଫ୍ରାନ୍ସ ମଧ୍ୟରେ ଚାଲିଥିବା ସଂଯୁକ୍ତ ଯୁଦ୍ଧାଭ୍ୟାସକୁ ଏହା କହିଛନ୍ତି ଭାରତୀୟ ଫାଇଟର ଜେଟ ରାଫେଲ ସ୍କ୍ବାଡ୍ରନ ଲିଡର । ଭାରତର ସୁରକ୍ଷା ପାଇଁ ଯେ କୌଣସି ସ୍ଥାନରେ ମଧ୍ୟ ଭାରତୀୟ ବାୟୁସେନା ଲଢେଇ କରିବା ପାଇଁ ସକ୍ଷମ ।

ଲେହରୁ କନ୍ୟାକୁମାରୀ ସମସ୍ତ ଚ୍ୟାଲେଞ୍ଜକୁ ମୁକାବିଲା କରିବ ବାୟୁସେନା: ସ୍କ୍ବାଡ୍ରନ ଲିଡର ସାର୍ଥକ କୁମାର

ରାଜସ୍ଥାନର ଯୋଦ୍ଧପୁର ଏୟାରବେସରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଚାଲିଥିବା ବାୟୁସେନା ଯୁଦ୍ଧଭ୍ୟାସ ଚାଲିଥିବା ଅବସରରେ ବିଧ୍ବସିଂ ଫାଇଟର ଜେଟ ରାଫେଲର ସ୍କ୍ବାଡ୍ରନ ଲିଡର ସାର୍ଥକ କୁମାର କହିଛନ୍ତି । ଭାରତରେ ଲେହରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ମଧ୍ୟ ଭାରତୀୟ ବାୟୁସେନା ଲଢେଇ କରିବା ପାଇଁ ସକ୍ଷମ ଏବଂ କୌଣସି ଅପରେସନ କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି । ସୂଚନାଥାଉକି ଯୋଧପୁର ସ୍ଥିତ ଭାରତୀୟ ବାୟୁସେନା ଘାଟିରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ମଧ୍ୟରେ ସଂଯୁକ୍ତ ଯୁଦ୍ଧାଭ୍ୟାସ ଚାଲିଛି । ଭାରତ ଓ ଫ୍ରାନ୍ସର ବିଧ୍ବଂସି ରାଫେଲ ଫାଇଟର ଜେଟ ସହ ସୁଖୋଇ 30 ଯୁଦ୍ଧ ବିମାନ ମଧ୍ୟ ସାମିଲ କରାଯାଇଛି । ଉଭୟ ଦେଶର କମାଣ୍ଡର ସହିତ ଯୁଦ୍ଧାଭ୍ୟାସ ଚାଲିଛି । ଏହି ଯୁଦ୍ଧାଭ୍ୟାସରେ ଖାସକରି ଭାରତର ଦୁଇ ପଡୋଶୀ ଶତ୍ରୁ ଦେଶ ପାକିସ୍ତାନ ଓ ଚୀନକୁ ଦେଖି ଭାରତର ଯୁଦ୍ଧାଭ୍ୟାସ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

ଭାରତୀୟ ବାୟୁସେନା ଶକ୍ତିଶାଳୀ କରିବା ପାଇଁ ଭାରତ ସରକାର 36 ଟି ରାଫେଲ ଜେଟ କ୍ରୟ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭାରତରେ 8 ଟି ରାଫେଲ ଜେଟ ଭାରତର ପହଞ୍ଚିଛି । ଭାରତର ଆମ୍ବାଲା ଏୟାରବେସରେ ବର୍ତ୍ତମାନ ମୁତୟନ କରାଯାଇଛି । ଆସନ୍ତା 2023 ମଧ୍ୟରେ ଭାରତକୁ ସମସ୍ତ 36 ରାଫେଲ ଜେଟ ଫ୍ରାନ୍ସ ପ୍ରଦାନ କରିବ ।

@ANI

Last Updated : Jan 23, 2021, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.