ETV Bharat / bharat

ପ୍ରତିରକ୍ଷା କ୍ଷେତ୍ରରେ ସ୍ବାକ୍ଷରିତ ଇଣ୍ଡିଆ-ଉଜବେକିସ୍ତାନ ଚୁକ୍ତି

author img

By

Published : Nov 3, 2019, 5:01 AM IST

Updated : Nov 3, 2019, 9:13 AM IST

ରକ୍ଷାମନ୍ତ୍ରୀ ରାଜନାଥ ସିଂ ଉଜବେକିସ୍ତାନ ଗସ୍ତରେ ଥିବାବେଳେ ସ୍ବାକ୍ଷରିତ ହୋଇଛି ଗୁରୁତ୍ବପୂର୍ଣ୍ଣ ଚୁକ୍ତି । ମିଲିଟାରୀ, ମେଡ଼ିସିନ ଓ ଶିକ୍ଷା କ୍ଷେତ୍ର ପାଇଁ ଏମଓୟୁ ସ୍ବାକ୍ଷର ।

ଫଟୋ ସୌଜନ୍ୟ: ଏଏନଆଇ

ତାସକେଣ୍ଟ: ଭାରତ-ଉଜବେକିସ୍ତାନ ମଧ୍ୟରେ ସ୍ବାକ୍ଷରିତ ହୋଇଛି ତିନେଟି ଚୁକ୍ତି । ମିଲିଟାରୀ, ମେଡ଼ିସିନ ଓ ଶିକ୍ଷା କ୍ଷେତ୍ର ପାଇଁ ଉଭୟ ଦେଶର ଚୁକ୍ତି ପାତ୍ର ସ୍ବାକ୍ଷରିତ । ରକ୍ଷାମନ୍ତ୍ରୀ ରାଜନାଥ ସିଂ ଉଜବେକିସ୍ତାନ ଗସ୍ତ କରିଥିବାବେଳେ ସ୍ବାକ୍ଷରିତ ହୋଇଛି ଏହି ମହତ୍ବପୂର୍ଣ୍ଣ ଚୁକ୍ତି ।

ଏହା ସହ ସେନାବାହିନୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି । ଔଷଧ ଏବଂ ଶିକ୍ଷା ପ୍ରଦାନରେ ଉଭୟ ଦେଶର ସହଯୋଗ ରହିବାକୁ ଉଜବେକିସ୍ତାନ ରକ୍ଷାମନ୍ତ୍ରୀଙ୍କ ସହ ଚୁକ୍ତି ସ୍ବାକ୍ଷରିତ କରଛନ୍ତି ରାଜଜନାଥ ସିଂ ।

Intro:anchor-prakrutibandhu visual
script mooja re jaechhi Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
Last Updated : Nov 3, 2019, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.