ETV Bharat / bharat

ଚୀନକୁ ମିଳିବ କଡା ଜବାବ, ସୀମାରେ ମୁତୟନ ହେଲା ନିର୍ଭୟ - ନିର୍ଭୟ ମିସାଇଲ

ସୀମାରେ ଏବେ ନିର୍ଭୟ ମିସାଇଲକୁ ମୁତୟନ କରିଛି ଭାରତ । ଏହି ମିସାଇଲ 1000 କିଲୋମିଟର ଯାଏଁ ଧ୍ବଂସ କରିବାର କ୍ଷମତା ରଖିଛି । ଅଧିକ ପଢନ୍ତୁ...

ଚୀନକୁ ମିଳିବ କଡା ଜବାବ, ସୀମାରେ ମୁତୟନ ହେଲା ନିର୍ଭୟ

author img

By

Published : Sep 28, 2020, 5:46 PM IST

ନୂଆଦିଲ୍ଲୀ: ଚୀନ ସୀମାରେ ଜାରି ଉତ୍ତେଜନା ମଧ୍ୟରେ ଭାରତର ସୈନ୍ୟ ଶକ୍ତିକୁ ମିଳିଛି ବଳ । ସୀମାରେ ଏବେ ନିର୍ଭୟ ମିସାଇଲକୁ ମୁତୟନ କରିଛି ଭାରତ । ଏହି ମିସାଇଲ 1000 କିଲୋମିଟର ଯାଏଁ ଧ୍ବଂସ କରିବାର କ୍ଷମତା ରଖିଛି । ନିର୍ଭୟ ତିବ୍ବତ ଓ ଚୀନ ଠିକଣାରେ ଆକ୍ରମଣ କରିବାରେ ସକ୍ଷମ ।

ଗତ 5 ମାସ ଧରି ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି । ଅନେକ ସମୟରେ ଦୁଇ ଦେଶ ଆମ୍ନାସାମ୍ନି ସ୍ଥିତିକୁ ଆସିଛନ୍ତି । ଏପରିସ୍ଥିତିରେ ସୀମାରେ ସବୁଠୁ ବିଶ୍ବାସ ଯୋଗ୍ୟ ମିସାଇଲ ମୁତୟନ କରିଛି ଭାରତ । ଏହାର ରେଞ୍ଜ 1000 କିଲୋମିଟର ରହିଛି ।

ଏହି କ୍ଷେପଣାସ୍ତ୍ରର କ୍ଷମତା ଆମେରିକାର ପ୍ରସିଦ୍ଧ ଟୋମହକ କ୍ଷେପଣାସ୍ତ୍ର ସହିତ ତୁଳନାତ୍ମକ | ଏହି କ୍ଷେପଣାସ୍ତ୍ର ବିପଥଗାମୀ ନ ହୋଇ ଏହାର ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସକ୍ଷମ ଅଟେ। ନିର୍ଭୟ କ୍ରୁଜ କ୍ଷେପଣାସ୍ତ୍ର ଭାରତରେ ଡିଜାଇନ ଓ ବିକଶିତ। ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷା 12 ମାର୍ଚ୍ଚ 2013ରେ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.