ETV Bharat / bharat

ଆମେରିକା ପରେ ଭାରତରେ ହୋଇଛି ସର୍ବାଧିକ କୋରୋନା ଟେଷ୍ଟ: ହ୍ବାଇଟ ହାଉସ - କୋରୋନା ପରୀକ୍ଷା

କୋରୋନା ମହାମାରୀ ମଧ୍ୟରେ ଆମେରିକା ପରେ ଭାରତରେ ସର୍ବାଧିକ କୋରୋନା ପରୀକ୍ଷା କରାଯାଇଛି ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

corona
ଆମେରିକା ପରେ ଭାରତରେ ସର୍ବାଧିକ କୋରୋନା ପରୀକ୍ଷା କରାଯାଇଛି
author img

By

Published : Jul 17, 2020, 11:19 AM IST

Updated : Jul 17, 2020, 12:02 PM IST

ୱାସିଂଟନ: କୋରୋନା ପରୀକ୍ଷା ମାମଲାରେ ଆମେରିକା ପରେ ଭାରତରେ ସର୍ବାଧିକ କୋରୋନା ପରୀକ୍ଷା କରାଯାଇଛି ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି ଯେ, ଆମେରିକା 42 ମିଲିୟନ କୋରୋନା ପରୀକ୍ଷା କରିଥିବା ବେଳେ ଭାରତ 12 ମିଲିୟନ କୋରୋନା ପରୀକ୍ଷା କରିଛି ।

ବିଶ୍ବର ପାଖାପାଖି 188ଟି ଦେଶ କୋରୋନାରେ ପ୍ରଭାବିତ ହୋଇଛନ୍ତି । ବିଶ୍ବରେ ପାଖାପାଖି 13.6 ମିଲିୟନ ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 586000 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହିପରି ଆମେରିକାରେ 3.5 ଲୋକ କୋରୋନା ମାମଲା ଥିବାବେଳେ 138000 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

କୋରୋନା ମାମଲା ବୃଦ୍ଧିକୁ ନେଇ ଆମେରିକା ଏପର୍ଯ୍ୟନ୍ତ 42 ମିଲିୟନ କୋରୋନା ପରୀକ୍ଷା କରିଛି । କୋରୋନା ଟେଷ୍ଟିଙ୍ଗ୍ ଦୃଷ୍ଟି ଭାରତ ବିଶ୍ବର ଦ୍ବିତୀୟ ସ୍ଥାନରେ ରହିଛି । ଯେଉଁଠି 12 ମିଲିୟନ କୋରୋନା ପରୀକ୍ଷା କରାଯାଇଛି ବୋଲି ହ୍ବାଇଟ ହାଉସ ପ୍ରେସ ସଚିବ କେଲି ମ୍ୟାକନାନି କହିଛନ୍ତି ।

Last Updated : Jul 17, 2020, 12:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.