ETV Bharat / bharat

ବିଳମ୍ବରେ ଆସିବ ଲୋକସଭା ନିର୍ବାଚନ ଫଳାଫଳ ! - poll result

ଆସନ୍ତା ମେ 23ରେ ଲୋକସଭା ନିର୍ବାଚନର ଫଳାଫଳ ଆସିବ । କିନ୍ତୁ ନିର୍ବାଚନର ଅନ୍ତିମ ଫଳାଫଳ ଆସିବାରେ କିଛି ସମୟର ବିଳମ୍ବ ହେବା ନେଇ ସୂଚନା ଦେଲା ନିର୍ବାଚନ କମିଶନ ।

ପ୍ରତୀକାତ୍ମକ ଫଟୋ
author img

By

Published : May 8, 2019, 5:27 PM IST

Updated : May 8, 2019, 5:54 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ ଫଳାଫଳ ଅପେକ୍ଷାରେ ଦେଶବାସୀ । ଆଉ ଏହି ଅପେକ୍ଷାର ଅନ୍ତ ମେ 23 ରେ ହେବ । ଏହି ଦିନ ଭୋଟ ଗଣତି ସହ ନୂଆ ସରକାରକୁ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ ଗଣତି ଦିନରେ ଅନ୍ତିମ ଫଳାଫଳ ଆସିବାରେ ହେବ ବିଲମ୍ବ । ଯାହାର ସୂଚନା ଦେଇଛି ନିର୍ବାଚନ ଆୟୋଗ । ଏହାର ମୁଖ୍ୟ କାରଣ ଇଭିଏମ ଭୋଟ ସହ ଭିଭିପ୍ୟାଟର ତୁଳନାତ୍ମକ ନିରୀକ୍ଷଣ କରାଯିବ । ଯେଉଁଥିପାଇଁ ଅଧିକ ସମୟ ଲାଗିବ ।

ଉପନିର୍ବାଚନ କମିଶନର ସୁଦୀପ ଜୈନ କହିଛନ୍ତି ଯେ ଏଥର ନିର୍ବାଚନର ଫଳାଫଳ ଆସିବାରେ କିଛି ସମୟର ବିଳମ୍ବ ହୋଇପାରେ । ଫଳାଫଳ ଆସିବାକୁ ପ୍ରାୟ ୪-୫ ଘଣ୍ଟା ବିଳମ୍ବ ହେବ । ଚଳିତ ଲୋକସଭା ନିର୍ବାଚନରେ ଇଭିଏମ ସହ ଭିଭିପ୍ୟାଟ ମେସିନର ବ୍ୟବହାର କରାଯାଉଛି । ଭିଭିପ୍ୟାଟରୁ ଚିରକୁଟ ବାହାରି ଥାଏ । ଭୋଟ ଗଣତି ବେଳେ ଇଭିଏମ ଭୋଟ ସହ ୫୦ ପ୍ରତିଶତ ଚିରକୁଟର ତୁଳନାତ୍ମକ ନିରୀକ୍ଷଣ କରାଯିବ ।

Intro:Body:

BREAKING

Conclusion:
Last Updated : May 8, 2019, 5:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.