ETV Bharat / bharat

ଜି ପରମେଶ୍ବରଙ୍କ ପୁତୁରାଙ୍କ ଘରେ ଆୟକର ଚଢାଉ - G Parameshwara

କର୍ଣ୍ଣାଟକରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଜି.ପରମେଶ୍ବରଙ୍କ ପୁତୁରା ଆନନ୍ଦଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ପରମେଶ୍ବରଙ୍କ ଟ୍ରଷ୍ଟ ଦ୍ବାରା ପରିଚାଳିତ ଏକ ଘରୋଇ ମେଡିକାଲ କଲେଜରେ ମଧ୍ୟ ଚଢାଉ କରାଯାଇଛି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 11, 2019, 10:54 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଜି ପରମେଶ୍ବରଙ୍କ ପୁତୁରାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । କଂଗ୍ରେସ ନେତା ଜି ପରମେଶ୍ବରଙ୍କ ପୁତୁରା ହେଉଛନ୍ତି ଆନନ୍ଦ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆନନ୍ଦଙ୍କ ଘର ବ୍ୟତୀତ ଏକ ଘରୋଇ ମେଡିକାଲ କଲେଜରେ ମଧ୍ୟ ଆୟକର ବିଭାଗ ଚଢାଉ କରିଥିବା ନେଇ ଖବର ମିଳିଛି । ଚଢାଉ ହୋଇଥିବା ମେଡିକାଲ କଲେଜଟି ଜି ପରମେଶ୍ବରଙ୍କ ଦ୍ବାରା ପରିଚାଳିତ ଟ୍ରଷ୍ଟ ସହ ସମ୍ପୃକ୍ତ ଥିବା ଜଣାପଡିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.