ETV Bharat / bharat

ବିଜାପୁରରୁ 40 କିଲୋଗ୍ରାମ IED ଜବତ - ମାଓବାଦୀଙ୍କ ଶହୀଦ ସପ୍ତାହ

ମାଓବାଦୀଙ୍କ ଶହୀଦ ସପ୍ତାହ ପୂର୍ବରୁ ବିଜାପୁରରୁ 40 କିଲୋଗ୍ରାମ ଆଇଡି ଜବତ କରିଛନ୍ତି ସୁରକ୍ଷାକର୍ମୀ । ଅଧିକ ପଢନ୍ତୁ...

ବିଜାପୁରରୁ 40 କିଲୋଗ୍ରାମ IED ଜବତ
ବିଜାପୁରରୁ 40 କିଲୋଗ୍ରାମ IED ଜବତ
author img

By

Published : Jul 28, 2020, 8:41 PM IST

ରାୟପୁର: ଛତିଶଗଡରେ ବଡ ମାଓବାଦୀ ଆକ୍ରମଣ ଯୋଜନା ପଣ୍ଡ । ବିଜାପୁରରୁ 40 କିଲୋଗ୍ରାମ ଆଇଡି ଜବତ କରିଛନ୍ତି ସୁରକ୍ଷାକର୍ମୀ । ମାଓବାଦୀଙ୍କ ଶହୀଦ ସପ୍ତାହ ପୂର୍ବରୁ ଜିଲ୍ଲାର ବାସାଗୁଡା ଥାନା ଅନ୍ତର୍ଗତ ତରମ ରାସ୍ତାରେ ପୋଲିସକର୍ମୀଙ୍କ ଉପରେ ଆକ୍ରମଣ ପାଇଁ 40 କିଲୋ ଆଇଡି ରଖାଯାଇଥିଲା ।

ବିଜାପୁରରୁ 40 କିଲୋଗ୍ରାମ IED ଜବତ

ଡି-ମାଇନିଙ୍ଗ କାର୍ଯ୍ୟ ସମୟରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ଦ୍ବାରା ଲଗାଯାଇଥିବା ଏହି ଆଇଡିକୁ ଜବତ କରିଛନ୍ତି । ଘଟଣାସ୍ଥଳରେ ହିଁ ବିଡିଏସ ଟିମ ଏହି ଆଇଡି ବିସ୍ଫୋରକକୁ ନିଷ୍କ୍ରିୟ କରିଦେଇଛନ୍ତି । ସୁରକ୍ଷାକର୍ମୀଙ୍କ ତତ୍ପରତା ଯୋଗୁଁ ବଡ ମାଓଆକ୍ରମଣ ପୂର୍ବରୁ ଏହି ଷଡଯନ୍ତ୍ରକୁ ବିଫଳ କରାଯାଇପାରିଲା । ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ଆଲର୍ଟରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.