ETV Bharat / bharat

ବେଆଇନ ଟ୍ରେନ ଟିକେଟ ବୁକିଂ ରାକେଟର ପର୍ଦ୍ଦାଫାସ, 50 ଗିରଫ

ବେଆଇନ ଟ୍ରେନ ଟିକେଟ ବୁକିଂ ରାକେଟର ପର୍ଦ୍ଦାଫାସ। ଏହି ଘଟଣାରେ ସମ୍ପୃକ୍ତ 50 ଜଣଙ୍କୁ ମଙ୍ଗଳବାର ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି।

author img

By

Published : Sep 9, 2020, 9:25 AM IST

ବେଆଇନ ଟ୍ରେନ ଟିକେଟ ବୁକିଂ ର୍ୟାକେଟ, 50 ଗିରଫ

ନୂଆଦିଲ୍ଲୀ: ବେଆଇନ ଟ୍ରେନ ଟିକେଟ ବୁକିଂ ରାକେଟର ପର୍ଦ୍ଦାଫାସ। ଏହି ଘଟଣାରେ ସମ୍ପୃକ୍ତ 50 ଜଣଙ୍କୁ ମଙ୍ଗଳବାର ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି । ଏହା ସହ ଦୀର୍ଘ ଦିନରୁ ଚାଲିଆସିଥିବା ଏହି ରାକେଟ ଲୋକାଲୋଚନକୁ ଆସିଛି ବୋଲି ଆରପିଏଫ ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି।

ଆରପିଏଫ୍ ଅନୁଯାୟୀ, ସେମାନେ କ୍ରିପ୍ଟୋକରେନ୍ସି ବ୍ୟବହାର କରୁଥିଲେ ଯାହା ଦ୍ବାରା ସେମାନଙ୍କର ଟଙ୍କା କାରବାରକୁ ଚିହ୍ନଟ ହୋଇପାରିବ ନାହିଁ।

କୁମାର କହିଛନ୍ତି, "ଏହାର ନେଟୱାର୍କକୁ ଚିହ୍ନଟ କରାଯାଇଛି ଏବଂ ସିଷ୍ଟମକୁ ନଷ୍ଟ କରାଯାଇଛି। ଏଥିରେ 50 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଅପରେସନ ଭାରତର ବିଭିନ୍ନ ସ୍ଥାନରେ ସକ୍ରିୟ ଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.