ETV Bharat / bharat

ଆଇସିଜେରେ ହଟହଟା ପାକିସ୍ତାନ, ମିଳିଲାନି ତାରିଖ

author img

By

Published : Feb 19, 2019, 7:37 PM IST

ଆଜି ନିଜର ପକ୍ଷ ରଖିବା ପାଇଁ ପାକିସ୍ତାନର ପାଳି ଥିଲା । ତେବେ ଗତକାଲି ହରିଶଙ୍କ ଶାଣିତ ଯୁକ୍ତିରେ ପାକିସ୍ତାନୀ ପ୍ରତିପକ୍ଷ ଏତେ ଅପ୍ରସ୍ତୁତ ହୋଇପଡିଥିଲେ ଯେ ନିଜର ପକ୍ଷ ରଖିବା ବଦଳରେ ଆଉ ଏକ ତାରିଖ ଦେବା ପାଇଁ ବିଚାରପତିଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ପାକିସ୍ତାନର ଏହି ଦାବିକୁ ଖାରଜ କରିଦେଇଥିଲେ ଆଇସିଜେ ବିଚାରପତି । ତେଣୁ ବାଧ୍ୟ ହୋଇ ପାକିସ୍ତାନ ନିଜର ପକ୍ଷ ରଖିଥିଲା ।

ଫାଇଲ ଫଟୋ

ଦି ହେଗ୍‌(ନେଦରଲାଣ୍ଡ): ଗତକାଲିଠାରୁ ଆରମ୍ଭ ହୋଇଛି ବହୁଚର୍ଚ୍ଚିତ କୁଳଭୂଷଣ ଯାଦବ ମାମଲାର ଶୁଣାଣି । ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ଭାରତ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏହି ମାମଲା ଲଢୁଛନ୍ତି । ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ)ରେ ଏହି ଶୁଣାଣି ଆରମ୍ଭ ହୋଇଛି ।

undefined
  • The Hague (Netherlands): Pakistan's Attorney General Anwar Mansoor Khan is submitting his arguments in Kulbhushan Jadhav's case before International Court of Justice (ICJ) pic.twitter.com/i0tdEgZgtF

    — ANI (@ANI) February 19, 2019 " class="align-text-top noRightClick twitterSection" data=" ">
ତେବେ ପାକିସ୍ତାନର ଓକିଲ ଖାୱାର କ୍ୟୁରେଶୀ କହିଥିଲେ ଯେ ଗୁପ୍ତଚର ବୃତ୍ତି କରୁଥିବା ନେଇ ଖୋଦ କୁଳଭୂଷଣ ନିଜେ ମାନିଛନ୍ତି । ପାକିସ୍ତାନର ଅଫିସିଆଲ ଗୁପ୍ତ ଆଇନ ଅନୁସାରେ ତାକୁ ଦୋଷୀ ଘୋଷଣା କରାଯାଉଛି । ଏହା କରାଯିବା ପୂର୍ବରୁ ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା । ହେଲେ ଭାରତ କେବଳ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଏହି ମାମଲା ଦାୟର କରିଛି ବୋଲି ସେ କହିଥିଲେ ।
undefined

ସୂଚନାଯୋଗ୍ୟ ଯେ ଗତକାଲି ଏହି ମାମଲାରେ ଭାରତ ନିଜ ଯୁକ୍ତି ରଖି କୁଳଭୂଷଣଙ୍କ ଗିରଫଦାରୀ ବେଆଇନ ବୋଲି କହିଛି । ଏହାସହ ତାଙ୍କୁ ମୁକ୍ତି କରିବା ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଛି । କୁଳଭୂଷଣଙ୍କୁ ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଭେଟିବାକୁ ଦିଆଯାଉନଥିବାରୁ ତାଙ୍କର ଗିରଫଦାରୀକୁ ବେଆଇନ ଘୋଷଣା କରାଯାଉ ବୋଲି ଭାରତ କହିଥିଲା । ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ମାନବ ଅଧିକାରର ହନନ । କାରଣ ତାଙ୍କୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇନାହିଁ ।

ଏପରିକି କେଉଁ ଅପରାଧରେ ତାଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦିଆଯାଇଛି ତାହାର ତଥ୍ୟ ପାକିସ୍ତାନ ସଠିକ ଭାବେ ଦେଇପାରୁନାହିଁ । କୁଳଭୂଷଣ ଗୁପ୍ତଚର ବୋଲି ସ୍ୱୀକାରୋକ୍ତି ଦେଇଥିବା ଏକ ଭିଡିଓ ନକଲି ଅଟେ ବୋଲି ସେ କହିଛନ୍ତି । ସାଲଭେଙ୍କ ବଳିଷ୍ଠ ଯୁକ୍ତି ବଳରେ ଭାରତ ଦୃଢ ପ୍ରମାଣ ଉପସ୍ଥାପନ କରିପାରିଛି ।

୨୦ ଫେବୃୟାରୀରେ ଏହି ମାମଲାର ଦ୍ୱିତୀୟ ରାଉଣ୍ଡ ହେବ । ଏଥିରେ ଆଜି ପାକିସ୍ତାନ ଦ୍ୱାରା ରଖାଯାଇଥିବା ପକ୍ଷ ଉପରେ ଭାରତ ଜବାବ ଦେବ । ପୁଣି ପାକିସ୍ତାନ ଭାରତର ଜବାବ ଉପରେ ନିଜର ପକ୍ଷ 21 ଫେବୃୟାରୀରେ ରଖିବ ବୋଲି ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ କୁଳଭୂଷଣ ଯାଦବ ଭାରତୀୟ ନାଗରିକ । ପାକିସ୍ତାନ ଗୁପ୍ତ ଏଜେନ୍ସି ଆଇଏସଆଇ ତାଙ୍କୁ ଇରାନରୁ ଅପହରଣ କରିଥିଲା । ଏହାପରେ ତାଙ୍କୁ ଗୁପ୍ତଚର ଆଖ୍ୟା ଦେଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ପାକିସ୍ତାନ ମିଲିଟାରୀ କୋର୍ଟରେ ତାଙ୍କୁ ଗୁପ୍ତଚର ବୋଲି ପ୍ରମାଣ କରାଯାଇଥିଲା । କିନ୍ତୁ ଭାରତ ଏହାକୁ ବିରୋଧ କରିବା ସହ କୁଳଭୂଷଣ ଜଣେ ନୌସେନା ଅଧିକାରୀ ବୋଲି ଦାବି କରିଥିଲା ।

RESTRICTIONS: SNTV clients only. Use on broadcast and digital channels, including social. Available worldwide excluding North, Central and South America. Scheduled news bulletins only. If using on digital or social channels, territorial restrictions must be adhered to by use of geo-blocking technologies. Max use 2 minutes. Use within 96 hours. No archive. Must credit source as NASCAR.  All usage subject to rights licensed in contract. For any questions regarding rights restrictions please contact planning@sntv.com.
SHOTLIST: Daytona International Speedway, Daytona Beach, Florida, USA. 17 February 2019.
1. 00:00 Aerial of track
2. 00:05 Lap 190: Big Wreck
3. 00:39 Replays
4. 02:25 Various of Dash Cam replays
SOURCE: NASCAR/IMG Media
DURATION: 02:55
STORYLINE:
Paul Menard triggered a 21-car accident shortly after a restart with 10 laps to go in "The Great American Race.''
Menard turned Matt DiBenedetto, who slammed into the wall and started a chain-reaction that collected more than two dozen cars. It brought out a red flag that stopped the race for a lengthy cleanup.
Menard says "I'll take the blame for that one.''
Defending Daytona 500 champion Austin Dillon, Chase Elliott, Ryan Blaney, Aric Almirola and Daniel Suarez were among those involved in the mess.
Almirola seemingly had the wildest ride, his back wheels getting lifted off the pavement and landing on David Ragan's windshield.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.