ETV Bharat / bharat

ସ୍ବଦେଶୀ ଜୈବ ଇନ୍ଧନ ପରିଚାଳିତ AN-32ର ସଫଳ ଲ୍ୟାଣ୍ଡିଂ

author img

By

Published : Jan 31, 2020, 10:29 PM IST

ଭାରତୀୟ ବାୟୁସେନାକୁ ବଡ ସଫଳତା । ସ୍ବଦେଶୀ ଜୈବ ଇନ୍ଧନ ପରିଚାଳିତ AN-32ର ଲେହ ବିମାନ ବନ୍ଦରରେ ହେଲା ସଫଳ ଲ୍ୟାଣ୍ଡିଂ । ଅଧିକ ପଢନ୍ତୁ...

ସ୍ବଦେଶୀ ଜୈବ ଇନ୍ଧନ ପରିଚାଳିତ AN-32ର ସଫଳ ଲ୍ୟାଣ୍ଡିଂ
ସ୍ବଦେଶୀ ଜୈବ ଇନ୍ଧନ ପରିଚାଳିତ AN-32ର ସଫଳ ଲ୍ୟାଣ୍ଡିଂ

ଲେହ: ଭାରତୀୟ ବାୟୁସେନାକୁ ବଡ ସଫଳତା । 10 ପ୍ରତିଶତ ଭାରତୀୟ ଜୈବ ଇନ୍ଧନ ବ୍ୟବହୃତ ବାୟୁସେନାର AN-32 ଏୟାରକ୍ରାଫ୍ଟ କୁଶୋକ ବକୁଲା ରିମ୍ପୋଛି ବିମାନବନ୍ଦରରୁ ଲେହ ପର୍ଯ୍ୟନ୍ତ ଉଡାଣ ଭରିଛି । ଏହା ବାୟୁସେନାର ପ୍ରଥମ ବିମାନ ଯାହାର ଦୁଇଟି ଇଞ୍ଜିନ ଜୈବ ସ୍ବେଦେଶୀ ଇନ୍ଧନ ଦ୍ବାରା ପରିଚାଳିତ ହେଉଛି । ଶୁକ୍ରବାର ଏହି ବିମାନର ସଫଳ ପରୀକ୍ଷଣ କରାଯାଇଛି । ଏହାର ପ୍ରଦର୍ଶନ ଚଣ୍ଡିଗଡରୁ ଆରମ୍ଭ ହୋଇ ଲେହ ପର୍ଯ୍ୟନ୍ତ କରାଯାଇଛି ।

ସମୁଦ୍ର ପତନରୁ 10,682 ଫୁଟ ଉଚ୍ଚତାରେ ଥିବା ଲେହ ବିଶ୍ବର ସର୍ବୋଚ୍ଚ ବିମାନ ବନ୍ଦର ଅଶାନ୍ତ ପବନ, ପାହାଡିଆ ଅଞ୍ଚଳରେ AN-32 ଏୟାରକ୍ରାଫ୍ଟର ସଫଳ ଲ୍ୟାଣ୍ଡିଂ ଏକ ଚ୍ୟାଲେଞ୍ଜ ଥିଲା । ଏହି କାରଣରୁ ସ୍ବେଦେଶୀ ଜୈବ ଇନ୍ଧନ ଦ୍ବାରା ପରିଚାଳିତ ବାୟୁସେନାର AN-32 ଏୟାରକ୍ରାଫ୍ଟର ଲ୍ୟାଣ୍ଡିଂ ଗୁରୁତ୍ତ୍ବପୂର୍ଣ୍ଣ କୁହାଯାଇପାରେ ।

Intro:Body:

BLANK FOR LIVE 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.