ETV Bharat / bharat

ପୁଣିଥରେ ଭାରତ ଆକାଶରେ ଉଡିଲା ପାକ୍‌ ବିମାନ ! - -pakistani-air-space

ପାକିସ୍ତାନ ପଟୁ ଭାରତୀୟ ବାୟୁସୀମାରେ ପ୍ରବେଶ କରୁଥିବା ଏକ କାର୍ଗୋ ବିମାନକୁ ଜୟପୁର ବିମାନ ବନ୍ଦରରେ ଅବତରଣ କରାଇଛି ବାୟୁସେନା । ବିମାନର ପାଇଲଟଙ୍କୁ ଅଟକ ରଖି ପଚାରା ଉଚାରା କରୁଛି ବାୟୁସେନା ।

ଫାଇଲ ଫଟୋ
author img

By

Published : May 10, 2019, 7:33 PM IST

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତୀୟ ବାୟୁସୀମାରେ ପ୍ରବେଶ କରୁଥିବା ଏକ କାର୍ଗୋ ବିମାନକୁ ଜୟପୁର ବିମାନ ବନ୍ଦରରେ ଅବତରଣ କରିଛି ବାୟୁସେନା । ବିମାନର ପାଇଲଟଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବାୟୁସେନା ।

plane
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଟ୍ବିଟର

ଜବତ ହୋଇଥିବା ଆଣ୍ଟୋନାୱ ଏନ-12 ବିମାନ ଜର୍ଜିଆର ବୋଲି ଜଣା ପଡିଛି । ବିମାନଟିକୁ କରାଚିରୁ ଦିଲ୍ଲୀ ଉଡାଣ ଭରିବାକୁ ମଞ୍ଜୁରୀ ମିଳିଥିଲା । କିନ୍ତୁ ବିମାନଟି ନିଜ ରାସ୍ତା ବଦଳାଇ ଭାରତୀୟ ସୀମା ପଟୁ ଉତ୍ତର ଗୁଜୁରାଟରେ ପ୍ରବେଶ କରିଥିଲା ।

ତେବେ ସୌଭାଗ୍ୟକ୍ରମେ ଭାରତୀୟ ବାୟୁସେନାର ଏୟାର ଡିଫେନ୍ସ ସିଷ୍ଟମ ବିମାନକୁ ଦେଖିଥିଲା । ତେବେ ବେଆଇନ ପ୍ରବେଶରୁ ଆଲର୍ଟ ହୋଇ ଜୟପୁର ଏୟାରଫିଲ୍ଡରେ ଅବତରଣ କରିବା ପାଇଁ ବିମାନକୁ ମଜବୁର କରିଥିଲା ଭାରତୀୟ ବାୟୁସେନା ।

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.