ETV Bharat / bharat

ଆକ୍ରମଣର ଶିକାର ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଜନାଥ - ନୌସେନା ଅଧିକାରୀ

ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ..

ଆକ୍ରମଣର ଶିକାର ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ସହ କଥା ହେଲେ ରାଜନାଥ ସିଂ

author img

By

Published : Sep 12, 2020, 5:57 PM IST

ହାଇଦ୍ରାବଦ: ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗତକାଲି (ଶୁକ୍ରବାର) ମହାରାଷ୍ଟ୍ରରେ ମଦନ ଶର୍ମାଙ୍କୁ ଆକ୍ରମଣ କରାଯାଇଥିଲା । ଯାହାକୁ ନେଇ ହରଡ଼ଘଣାରେ ଉଦ୍ଧବ ଠାକେର ସରକାର ।

ଗୁରୁତର ଆହାତ ହୋଇଥିବା ମଦନ ଶର୍ମାଙ୍କ ସହ ରାଜନାଥ ସିଂ କଥା ହେବା ସହ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ଶିବସେନାର ଏପରି ଆକ୍ରମଣକୁ ନିନ୍ଦା କରିବା ସହ ଏହା ଦୁଃଖଦାୟକ ବୋଲି ଉଲ୍ଲେଖ କରିଛନ୍ତି ରାଜନାଥ ।

ପୂର୍ବତନ ନୌସେନା ଅଧିକାରୀଙ୍କ ଉପରେ ଏହିପରି ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ । ମୁଁ ମଦନ ଜୀଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.