ETV Bharat / bharat

19,022ଟି ଗଣେଷ ମୂର୍ତ୍ତି ସଂଗ୍ରହ କରିଥିବା ପାବସେଠୀ ଶେଖର - ଲିମକା ବୁକ୍ ଏଫ୍  ଇଣ୍ଡାଆନ୍ ରେକର୍ଡ

ଭିନ୍ନ ଭିନ୍ନ ମଣିଷଙ୍କର ଭିନ୍ନ ଭିନ୍ନ ସୌକ୍ ରହିଥାଏ । ଆଉ ଏହି ସୌକି ହିଁ ସେମାନଙ୍କୁ କରାଇଥାଏ ଅନ୍ୟଙ୍କଠାରୁ ଅଲଗା । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ହାଇଦ୍ରାବାଦର ବାସିନ୍ଦା ପାବସେଠୀ ଶେଖର । ସେ ଏପର୍ଯ୍ୟନ୍ତ ବିଶ୍ବରୁ ମୋଟ 19,022ଟି ଗଣେଷ ମୂର୍ତ୍ତି ସଂଗ୍ରହ କରିଥିବା କହିଛନ୍ତି ।

ଫାଇଲ ଫଟୋ
author img

By

Published : Sep 9, 2019, 4:58 AM IST

ହାଇଦ୍ରାବାଦ: ଭିନ୍ନ ଭିନ୍ନ ମଣିଷଙ୍କର ଭିନ୍ନ ଭିନ୍ନ ସୌକ ରହିଥାଏ । ଏହି ଭିନ୍ନ ଭିନ୍ନ ସୌକ୍ ହିଁ ସେମାନଙ୍କୁ ଅନ୍ୟମାନଙ୍କଠାରୁ ନିଆରା କରାଇଥାଇ । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ହାଇଦ୍ରାବାଦର ବାସିନ୍ଦା ପାବସେଠୀ ଶେଖର । ସେ ଏବେ ପର୍ଯ୍ୟନ୍ତ ବିଶ୍ବରୁ ମୋଟ 19,022ଟି ଗଣେଷ ମୂର୍ତ୍ତି ସଂଗ୍ରହ କରିଥିବା କହିଛନ୍ତି । ଏଥିସହ ତାଙ୍କ ପାଖରେ 20,426ଟି ଫଟୋ, 1098 ପୋଷ୍ଟର ଏବଂ 200 ଗଣେଷ ଚାବି ରିଙ୍ଗ ଓ 201ଟି ଅଡିଓ/ଭିଡିଓ ଗଣେଷଙ୍କ କ୍ୟାସେଟ୍ ରଖିଥିବା କହିଛନ୍ତି ।

ତେବେ ଗଶେଷ ମୂର୍ତ୍ତି ସଂଗ୍ରହ କରିବା ପାଇଁ ପାବସେଠୀଙ୍କର ଛୋଟବେଳୁ ଇଚ୍ଛାଥିଲା । ଏନେଇ ସେ କହିଛନ୍ତି ଛୋଟ ବେଳେ ତାଙ୍କ ବାପା ମାଆଙ୍କ ସହ ଶିରିଡି ମନ୍ଦିର ଯାଇଥିଲେ । ଯେଉଁଠୁ ସେ ଏକ ଗଣେଷ ମୂର୍ତ୍ତି ଆଣିଥିଲେ । ସେହିଦିନ ଠାରୁ ସେ ଗଣେଷ ମୂର୍ତ୍ତି ସଂଗ୍ରହ କରିଆସୁଛନ୍ତି ।

ତେବେ ସେ ଭାରତ, ଆମେରିକା, ଜାପାନ, ଚାଇନା, ଆଫଗାନସ୍ତାନ, ସିଙ୍ଗାପୁର ଭଳି ବହୁ ଦେଶରୁ ଏହି ସବୁ ଗଣେଷ ମୂର୍ତ୍ତି ସଂଗ୍ରହ କରିଛନ୍ତି । ଏଥିସହ ସେ କହିଛନ୍ତି, ସେ ସଂଗ୍ରହ କରିଥିବା ମୂର୍ତ୍ତିମାନଙ୍କ ମଧ୍ୟରେ ସୂନା, ରୂପା, କଂସା, ଚନ୍ଦନର ମୂର୍ତ୍ତି ମଧ୍ୟ ରହିଛି ।

ତେବେ ପାବସେଠୀ ଶେଖରଙ୍କ ଏହି ନିଆରା ଇଚ୍ଛା ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଟେମ୍ପୁଲ ଫାଇନ ଆର୍ଟର ଆୱାର୍ଡ ମଧ୍ୟ ମିଳିସାରିଛି । ଏଥିସହ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡ, ଲିମକା ବୁକ୍ ଏଫ୍ ଇଣ୍ଡିଆନ୍ ରେକର୍ଡର ଆୱାର୍ଡ ମଧ୍ୟ ଜିତିଛନ୍ତି ।

Intro:SLUG : BJP PRESS MEET
FORMAT : AVB
REPORT : DEBASIS MOHAPATRA / BHADRAK
DATE : 08.09.2019

ANCHOR : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ସେପ୍ଟେମ୍ବର 17 ତାରିଖ। ଏହି ଅବସରରେ, ସେପ୍ଟେମ୍ବର 14 ତାରିଖ ରୁ 20 ତାରିଖ ପର୍ଯ୍ୟନ୍ତ, ସପ୍ତାହ ବ୍ୟାପି ପାଳନ ହେବ ସେବା ସପ୍ତାହ କାର୍ଯ୍ୟକ୍ରମ। Body:ANCHOR : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ସେପ୍ଟେମ୍ବର 17 ତାରିଖ। ଏହି ଅବସରରେ, ସେପ୍ଟେମ୍ବର 14 ତାରିଖ ରୁ 20 ତାରିଖ ପର୍ଯ୍ୟନ୍ତ, ସପ୍ତାହ ବ୍ୟାପି ପାଳନ ହେବ ସେବା ସପ୍ତାହ କାର୍ଯ୍ୟକ୍ରମ। ଭଦ୍ରକ ଜିଲ୍ଲା ଭାଗବତ କଲ୍ୟାଣ ମଣ୍ଡପ ଠାରେ ବିଜେପି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେବା ସପ୍ତାହ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି। ବିଜେପି ବିଧାୟକ ଦଳର ବିଧାନସଭା ଉପନେତା ବିଷ୍ଣୁ ଚରଣ ସେଠୀ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେବା ସପ୍ତାହ କାର୍ଯ୍ୟକ୍ରମ ପାଇଁ ଭଦ୍ରକ ଜିଲ୍ଲା ରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ରାଇରଙ୍ଗପୁର ଜୋନର ମିଳିତ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ସେବା ସପ୍ତାହ ପାଳନ ଅବସରରେ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ ରୋଗୀ ଙ୍କୁ ଫଳ ବଣ୍ଟନ, ଦିବ୍ୟାଙ୍ଗ ମାନଙ୍କୁ ସହାୟତା, ମେଗା ରକ୍ତଦାନ ଶିବିର, ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ, ଜଳ ସଂରକ୍ଷଣ ସହ ସ୍ଵଚ୍ଛ ଭାରତ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଷ୍ଣୁ ଚରଣ ସେଠୀ।
Bite : ବିଷ୍ଣୁ ଚରଣ ସେଠୀ_ବିଜେପି ବିଧାୟକ ଦଳର ବିଧାନସଭା ଉପନେତାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.