ETV Bharat / bharat

ରୋଗରୁ ରକ୍ଷା କରେ ପୂଜାରେ ବ୍ୟବହୃତ ରକ୍ଷାସୂତ୍ର - ରକ୍ଷାସୂତ ଖବର

ପୂଜାରେ ବ୍ୟବହୃତ ନାଲି ଡୋରି ପଛରେ କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମତ ମଧ୍ୟ ରହିଛି। ଜାଣନ୍ତୁ ସେ ବିଷୟରେ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 30, 2019, 4:38 AM IST

ଆରମ୍ଭ ହୋଇଯାଇଛି ମା'ଙ୍କ ପୂଜା। ଏନେଇ ମାହୋଲ ପୂରା ଚଳଚଞ୍ଚଳ ହୋଇଯାଇଛି। ତେବେ ପୂଜାରେ ବିଭିନ୍ନ ସାମଗ୍ରୀ ବ୍ୟବହୃତ ହୋଇଥାଏ। ସେଥିମଧ୍ୟରୁ ପୂଜାରେ ବସୁଥିବା ଆର୍ଶୀବାଦ ଡୋରି ମୁଖ୍ୟ। କେବଳ ଦୁର୍ଗା ପୂଜା ନୁହେଁ ହିନ୍ଦୁ ଧର୍ମର ବିଭିନ୍ନ ପୂଜା କାର୍ଯ୍ୟକ୍ରମରେ ଏହି ନାଲି ଡୋରିର ବ୍ୟବହାର କରାଯାଏ। ଯାହାକୁ ରକ୍ଷାସୁତ୍ର ବୋଲି କୁହାଯାଏ।

ତେବେ ଏହି ନାଲି ଡୋରି ପଛରେ କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମତ ମଧ୍ୟ ରହିଛି। ତେବେ ଏହି ମତବାଦ ବିଷୟରେ ଆପଣ ଜାଣିଲେ ଏହାକୁ ବର୍ଷ ସାରା ପିନ୍ଧିବାକୁ ଚାହିଁବେ। ତେବେ ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ବିଷୟରେ...

1. ଡାକ୍ତରଙ୍କ କହିବା ଅନୁସାରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ପ୍ରଭାହ ଭେନ ଦ୍ବାରା ହୋଇଥାଏ। ହେଲେ ହାତରେ ରକ୍ଷାସୁତ୍ର ବାନ୍ଧିବା ଦ୍ବାରା ଏହାଲ ଶିରାପ୍ରଶିରାର ବିଭିନ୍ନ କାର୍ଯ୍ୟକୁ ଆୟତ୍ତରେ ରଖିଥାଏ।ଯାହାଦ୍ବାରା ବାତ, ପିତ୍ତ, କଫ ଭଳି ରୋଗ କଣ୍ଟ୍ରୋଲରେ ରହିଥାଏ।

2. ଗବେଷଣା ଅନୁସାରେ ହାତରେ ବନ୍ଧା ହୋଇଥିବା ରକ୍ଷାସୂତ୍ର ଦ୍ବାରା ସ୍ନାୟୁ ଗୁଡିକ ପରସ୍ପର ସହ ବାନ୍ଧି ହୋଇଥାନ୍ତି। ଯାହାଫଳରେ ରକ୍ତଚାପ ଆୟତରେ ରହିଥାଏ।

3. ଏହି ରକ୍ଷାସୂତ୍ରକୁ ପୁରୁଷ ଓ ଅବିବାହିତ ଝିଅମାନେ ମାନେ ଡାହାଣ ହାତ ଓ ବିବାହିତ ମହିଳାମାନେ ବାମହାତରେ ବାନ୍ଧିବା ଉଚିତ୍। ଏହାକୁ ବାନ୍ଧିବା ଦ୍ବାରା ମଧୁମେହ ରୋଗ ମଧ୍ୟ କଣ୍ଟ୍ରୋଲରେ ରହିଥାଏ।

4. ରକ୍ଷାସୂତ୍ର ବାନ୍ଧିବା ଦ୍ବାରା ହାର୍ଟଆଟାକ ଓ ପାରାଲିସିସ ଭଳି ରୋଗରୁ ରକ୍ଷା ମିଳିଥାଏ।

Intro:Body:

hgfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.