ETV Bharat / bharat

ଛତିଶଗଡରେ ବନ୍ଦ ହେବ ହୁକ୍କା ବାର - hookah bars will be closed in chhattisgarh

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସମଗ୍ର ରାଜ୍ୟରେ ହୁକ୍କା ବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

hookah bars of chhattisgarh will be closed
ଛତିଶଗଡରେ ବନ୍ଦ ହେବ ହୁକା ବାର
author img

By

Published : Feb 9, 2020, 12:57 PM IST

ରାୟପୁର: ଛତିଶଗଡରେ ବନ୍ଦ ହେବ ହୁକ୍କା ବାର । ନିଶା ତଥା ମାଦକ ଦ୍ରବ୍ୟ ଉପରେ ରୋକ ଲଗାଇବା ପାଇଁ ଛତିଶଗଡ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସମଗ୍ର ରାଜ୍ୟରେ ହୁକ୍କା ବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଆଜିର ଯୁବବର୍ଗ ନିଶା, ମାଦକ ଦ୍ରବ୍ୟ ଏବଂ ହୁକ୍କା ଆଦି ନେଇ ଅବନତି ଆଡକୁ ଅଗ୍ରସର ହେଉଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏଥର କଠୋର ରୂପେ ହୁକ୍କାବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ମହମ୍ମଦ ଅକବର କହିଛନ୍ତି ।

ଏଥିସହ ସେ କହିଛନ୍ତି,ଗତ ବର୍ଷ ସରକାର 50ଟି ମଦ ଦୋକାନକୁ ବନ୍ଦ କରିଥିଲେ । ଚଳିତ ବର୍ଷ ସରକାର 49ଟି ବିଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.