ETV Bharat / bharat

ବାତ୍ୟା ବୁଲବୁଲ: ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ସାହାଯ୍ୟ ପାଇଁ ଶାହାଙ୍କ ପ୍ରତିଶୃତି - ଅମିତ ଶାହା

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବା ପରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚୁଛି ବାତ୍ୟା ବୁଲବୁଲ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରଗୃହମନ୍ତ୍ରୀ । ଆଗକୁ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 10, 2019, 5:12 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ଭୟଙ୍କରୀ ବାତ୍ୟା ବୁଲବୁଲ । ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ପ୍ରଭାବିତ କରିଛି ବୁଲବୁଲ । ବାତ୍ୟା ପୀଡିତଙ୍କୁ ସବୁ ସୁବିଧା ଯୋଗାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ।

କେନ୍ଦ୍ର ଏବଂ ରାଜ୍ୟ ରିଲିଫ ଏଜେନ୍ସି ସହ ସଂପର୍କରେ ଥିବା କହିଛନ୍ତି ଅମିତ ଶାହା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସବୁ ପ୍ରକାର ସାହାଯ୍ୟ କରିବା ନେଇ ଆଲୋଚନା କରିଥିବା ଶାହା ଟ୍ବିଟ କରିଛନ୍ତି । ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ 10ଟି ଏନଡିଆରଏଫ ଟିମ ପଶ୍ଚିମବଙ୍ଗକୁ ଏବଂ 6ଟି ଓଡିଶାରେ ନିୟୋଜିତ କରାଯାଇଛି ।

ପ୍ରଶାସନ ପକ୍ଷରୁ ରିଲିଫ ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ଆହୁରି 18 ଏନଡିଆରଏଫ ଟିମକୁ ପ୍ରସ୍ତୁତ ରଖାଯାଇଛି । ବାତ୍ୟାରେ ଦକ୍ଷିଣ 24 ପାରଗନ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.