ETV Bharat / bharat

ଜେଏନୟୁ ଘଟଣା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ

ଜେଏନୟୁରେ ଗତକାଲି(ରବିବାର) ହୋଇଥିବା ମାରପିଟ୍‌ ପାଇଁ ନିଜକୁ ଦାୟୀ କରିଛି ହିନ୍ଦୁ ରକ୍ଷା ଦଳ । ଜେଏନୟୁରେ ଛାତ୍ରଙ୍କୁ ମାଡ ମାରିଥିବା ଲୋକ ତାଙ୍କ କାର୍ଯ୍ୟକର୍ତ୍ତା ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁପେନ୍ଦ୍ର ଓରଫ ପିଙ୍କି ଚୌଧୁରୀ କହିଛନ୍ତି । ଅଧିକ ଖବର ପଢନ୍ତୁ...

Hindu Raksha Dal
ଜେଏନୟୁ ଘଟଣା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ
author img

By

Published : Jan 6, 2020, 11:38 PM IST

ନୂଆଦିଲ୍ଲୀ: ଜେଏନୟୁରେ ଗତକାଲି(ରବିବାର) ହୋଇଥିବା ମାରପିଟ୍‌ ପାଇଁ ନିଜକୁ ଦାୟୀ କରିଛି ହିନ୍ଦୁ ରକ୍ଷା ଦଳ । ଜେଏନୟୁରେ ଛାତ୍ରଙ୍କୁ ମାଡ ମାରିଥିବା ଲୋକ ତାଙ୍କ କାର୍ଯ୍ୟକର୍ତ୍ତା ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପିଙ୍କି ଚୌଧୁରୀ ଓରଫ ଭୁପେନ୍ଦ୍ର କହିଛନ୍ତି ।

ଜେଏନୟୁ ଘଟଣା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ

"ଆମ ଦେଶର ଖାଉଛନ୍ତି ଓ ଅନ୍ୟ ପାଇଁ ଗାଉଛନ୍ତି, ତେଣୁ ଏପରି ଛାତ୍ରଙ୍କ ପାଇଁ ଏହିଭଳି କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି "। ସେପଟେ ଜେଏନୟୁ ଘଟଣାରେ ଦିଲ୍ଲୀ ପୋଲିସ ଯାଞ୍ଚ ଜାରି ରଖିଛି । କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ପୋଲିସ ଆକ୍ରମଣକାରୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ଥିବାବେଳେ ହିନ୍ଦୁ ରକ୍ଷା ଦଳର ଏପରି ବକ୍ତବ୍ୟ ସାମ୍ନାକୁ ଆସିଛି ।

ତେବେ ଜେଏନୟୁରେ ପାଠପଢୁଥିବା କେତେକ ଛାତ୍ର ଦେଶ ବିରୋଧୀ କାର୍ଯ୍ୟକଳାପ କରୁଛନ୍ତି । ବିଗତ କିଛି ଦିନ ହେବ ସେମାନେ ଏପରି କାର୍ଯ୍ୟ ଅଧିକ କରୁଥିବା ଦେଖିବାକୁ ମିଳିଲା । ଫଳରେ ହିନ୍ଦୁ ରକ୍ଷା ଦଳ ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲା ବୋଲି ସେ କହିବା ସହ ଆଗକୁ ଏପରି ହେଲେ ଏମିତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Intro:जेएनयू में कल हुई मारपीट के मामले की ज़िम्मेदारी ली हिन्दू रक्षा दल ने। दल के राष्ट्रीय अध्यक्ष पिंकी चौधरी ने कहा कि छात्रों की पिटाई करने वाले उनके कार्यकर्ता थे। बोले कि खाते हमारे देश का हैं और गाते बाहर का हैं, ऐसे छात्रों और लोगों के खिलाफ इस तरह की कार्यवाई करते रहेंगे।

Body:हिन्दू रक्षा दल ने ली ज़िम्मेदारी

जेएनयू में मारपीट व तोड़फोड़ मामले में दिल्ली पुलिस अपने स्तर पर जांच कर रही है। मारपीट करने वाले तमाम नकाबपोशों की तस्वीरों के जरिये उनकी पहचान की बात कही जा रही है
इस बीच हिन्दू रक्षा दल ने पूरे घटनाक्रम की ज़िम्मेदारी लेते हुए दावा किया है कि यह सब उन्होंने ही करवाया।
Conclusion:आगे भी करते रहेंगे

हिन्दू रक्षा दल के राष्ट्रीय अध्यक्ष भूपेंद्र उर्फ पिंकी चौधरी ने कहा कि जेएनयू में पढ़ने वाले कई लोग देश विरोधी गतिविधियों में शामिल रहते हैं। पिछले कुछ दिनों में इस तरह का प्रयास और तेज़ हुआ है जिदकी वजह से हिन्दू रक्षा दल के कार्यकर्ताओं को यह कदम उठाना पड़ा। वह आगे भी इस तरह की कार्यवाई करते रहेंगे।

बाईट - पिंकी चौधरी / राष्ट्रीय अध्यक्ष / हिन्दू रक्षा दल
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.