ETV Bharat / bharat

‘ଡାଇପର ପିନ୍ଧା ଶିଶୁ ହେଉଛି ହିନ୍ଦୀ’ - Hindi is a 'little child in diapers

ତାମିଲ ସୁପରଷ୍ଟାର କମଲ ହାସନଙ୍କ ବିବାଦୀୟ ବୟାନ। ହିନ୍ଦୀ ଭାଷାକୁ କହିଲେ ଡାଇପର ପିନ୍ଧା ଶିଶୁ। ଭାରତୀୟ ଭାଷା ପରିବାରରେ ହିନ୍ଦୀ ସବୁଠୁ ଯୁବକ ବୋଲି କହିଛନ୍ତି ସେ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 4, 2019, 8:13 AM IST

ଚେନ୍ନାଇ: ମକ୍କାଲ ନିଧି ମାୟମ୍(ଏମଏନଏମ)ନେତା ତଥା ତାମିଲ ସୁପରଷ୍ଟାର କମଲ ହାସନଙ୍କ ବିବାଦୀୟ ବୟାନ। ହିନ୍ଦୀ ଭାଷାକୁ କହିଲେ ଡାଇପର ପିନ୍ଧା ଶିଶୁ । ଭାରତୀୟ ଭାଷା ପରିବାରରେ ହିନ୍ଦୀ ସବୁଠୁ ଯୁବକ ବୋଲି କହିଛନ୍ତି ସେ ।

ଗୋଟିଏ ଦେଶ ଗୋଟିଏ ଭାଷାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଗୁରୁବାର ଏନେଇ କମଲ ହାସନ ଏକ ବିବାଦୀୟ ବୟାନ ଦେଇଛନ୍ତି । ତାମିଲ, ସଂସ୍କୃତ ଓ ତେଲୁଗୁ ପରେ ହିନ୍ଦୀ ଭାଷା ଆସିଥିବା କହିବା ସହ ଏହି ଭାଷା ଡାଇପର ପିନ୍ଧା ଶିଶୁ ବୋଲି ସେ କହିଛନ୍ତି । ଏହି କାରଣରୁ ଏହାର ଆମେ ଯତ୍ନ ନେଇ ପାରିବା କିନ୍ତୁ ଏହାକୁ କୋଳେଇ ପାରିବା ନାହିଁ ବୋଲି ସେ କହିଛନ୍ତି ।

ଏହା ସହ ସେ କହିଛନ୍ତି,‘ ତାମିଲ ଭାଷା ଆମର ଗର୍ବ ଓ ଗୌରବ, ଆମେ ତା ପାଇଁ ଲଢେଇ କରିବା । ବିବିଧତା ମଧ୍ୟରେ ଏକତା ହିଁ ଆମର ପରିଚୟ। ଏହାକୁ ଆମେ ବଦଳାଇ ପାରିବା ନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.