ETV Bharat / bharat

ହିମାଚଳ ପ୍ରଦେଶ ମନ୍ତ୍ରୀ ସୁକରାମ ଚୌଧୁରୀ କୋରୋନା ପଜିଟିଭ - ହିମାଚଳ ପ୍ରଦେଶ ମନ୍ତ୍ରୀ ସୁକରାମ ଚୌଧୁରୀ କୋରୋନା ପଜିଟିଭ

ହିମାଚଳ ପ୍ରଦେଶ ମନ୍ତ୍ରୀ ସୁକରାମ ଚୌଧୁରୀ କୋରୋନା ପଜିଟିଭ । ଚିକିତ୍ସା ପାଇଁ ଇନ୍ଦିରା ଗାନ୍ଧୀ ମେଡିକାଲର ଆଇସିୟୁକୁ ସ୍ଥାନାନ୍ତର। ଅଧିକ ପଢନ୍ତୁ....

Himachal Pradesh Minister Sukhram Chaudhary tested positive for COVID-19
ହିମାଚଳ ପ୍ରଦେଶ ମନ୍ତ୍ରୀ ସୁକରାମ ଚୌଧୁରୀ କୋରୋନା ପଜିଟିଭ
author img

By

Published : Aug 9, 2020, 7:13 AM IST

ସିମଲା: ହିମାଚଳ ପ୍ରଦେଶର ମନ୍ତ୍ରୀ ସୁକରାମ ଚୌଧୁରୀ କୋରୋନା ପଜିଟିଭ ଚିହ୍ନଟ । ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଦିନ ଦୟାଲ ଉପାଧ୍ୟାୟ କୋଭିଡ ହସପିଟାଲରୁ ଇନ୍ଦିରା ଗାନ୍ଧୀ ମେଡିକାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସିମଲା ଚିଫ ମେଡିକାଲ ଅଫିସର ଡାକ୍ତର ସୁରେଶା ଚୋପ୍ରା ସୂଚନା ଦେଇଛନ୍ତି । ସୁକରାମ ଚୌଧୁରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜଭବନରେ ହେବାକୁ ଥିବା ସମସ୍ତ ବୈଠକ ଓ ସାକ୍ଷାତକାରକୁ ବାତିଲ କରାଯାଇଛି ।

ତେବେ, ସଂକ୍ରମିତ ହୋଇଥିବା ସୁକରାମ ଜୁଲାଇ 30ରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଶନିବାର ରାଜ୍ୟରେ 3,264 କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 1,143 ସକ୍ରିୟ ମାମଲା ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.