ETV Bharat / bharat

କର୍ଣ୍ଣାଟକ ହାଇଭୋଲଟେଜ ଡ୍ରାମା: ସରକାରରୁ 21 ମନ୍ତ୍ରୀଙ୍କ ଇସ୍ତଫା - ମନ୍ତ୍ରୀପଦ

ଅସନ୍ତୁଷ୍ଟକୁ ସନ୍ତୁଷ୍ଟ କରିବାକୁ କଂଗ୍ରେସର ନୂଆ କୌଶଳ। ଜେଡିଏସ ସହ ଚାଲିଥିବା ମେଣ୍ଟ ସରକାରରୁ ଇସ୍ତଫା ଦେଇଛନ୍ତି 21 କଂଗ୍ରେସ ମନ୍ତ୍ରୀ ।

ଫଟୋ ସୌଜନ୍ଯ: ଏଏନ୍ଆଇ
author img

By

Published : Jul 8, 2019, 2:06 PM IST

Updated : Jul 8, 2019, 2:49 PM IST

ବେଙ୍ଗାଲୁରୁ: ନାଟକୀୟ ମୋଡ଼ ଦେଇ ଗତି କରୁଛି କର୍ଣ୍ଣାଟକ ରାଜନୀତି । କ୍ଷମତା ବଜାୟ ରଖିବା ପାଇଁ ଜେଡିଏସ ସହ ଗଠିତ ହୋଇଥିବା ମେଣ୍ଟ ସରକାରରୁ ଇସ୍ତଫା ଦେଇଛନ୍ତି 21 ଜଣ କଂଗ୍ରେସ ମନ୍ତ୍ରୀ । ସମାନେ ନିଜର ଇସ୍ତଫାପତ୍ର ରାଜ୍ଯ କଂଗ୍ରେସ ସଭାପତି ସିଦ୍ଧରମୈୟାଙ୍କ ନିକଟକୁ ପଠାଇଛନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ସ୍ବେଚ୍ଛାକୃତ ଭାବେ ମେଣ୍ଟ ସରକାରରେ ଭାଗୀଦାର ଥିବା 21 ଜଣ କଂଗ୍ରେସ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କୁ ମନ୍ତ୍ରୀପଦ ଦେଇ ସନ୍ତୁଷ୍ଟ କରାଇବାକୁ କଂଗ୍ରେସ ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

Intro:Body:

BLANK FOR LINK

Conclusion:
Last Updated : Jul 8, 2019, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.