ETV Bharat / bharat

ରାଜସ୍ଥାନରେ ଦଳବଦଳ ରାଜନୀତି: ଗୁରୁବାର ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଶୁଣାଣି

author img

By

Published : Aug 12, 2020, 10:48 PM IST

ଅଗଷ୍ଟ 13 ରେ ସୁପ୍ରିମକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ହେବ। ସୁପ୍ରିମକୋର୍ଟରେ ମଦନ ଦିଲୱାରଙ୍କ ଆବେଦନର ଶୁଣାଣି । ଅଧିକ ପଢନ୍ତୁ...

ରାଜସ୍ଥାନରେ ଦଳବଦଳ ରାଜନୀତି: ଗୁରୁବାର ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଶୁଣାଣି
ରାଜସ୍ଥାନରେ ଦଳବଦଳ ରାଜନୀତି: ଗୁରୁବାର ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଶୁଣାଣି

ଜୟପୁର: ବିଏସପି ବିଧାୟକଙ୍କ କଂଗ୍ରେସରେ ଯୋଗଦେବା ମାମଲା ଅଗଷ୍ଟ 13 ରେ ସୁପ୍ରିମକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ହେବ। ସୁପ୍ରିମକୋର୍ଟ ମଦନ ଦିଲୱାରଙ୍କ ଆବେଦନ ଶୁଣାଣି ସମୟରେ ହାଇକୋର୍ଟଙ୍କ ଖଣ୍ଡପୀଠ ଏହି ଶୁଣାଣି କରିବେ । ମଙ୍ଗଳବାର ଏକକ ବେଞ୍ଚରେ ଏହି ଶୁଣାଣି ଅସମ୍ପୂର୍ଣ୍ଣ ରହିଛି।

ବିଧାୟକ ମଦନ ଦିଲାୱାର ଏବଂ ବିଏସପି 18 ସେପ୍ଟେମ୍ବର 2019ରେ କଂଗ୍ରେସରେ ବିଏସପି ବିଧାୟକଙ୍କ ମିଶ୍ରଣ ଆଦେଶ ଉପରେ ରୋକ ଲଗାଇବା ସହ ବିଧାନସଭାର ଆସ୍ଥା ଭୋଟରେ ଏହି 6 ବିଧାୟକଙ୍କୁ ବାଦ ଦେବାନେଇ ଅନୁରୋଧ କରିଛନ୍ତି। ସମାନ ଆବେଦନ ସୁପ୍ରିମକୋର୍ଟରେ ମଧ୍ୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.