ETV Bharat / bharat

ଷଷ୍ଠ ଦିନରେ ଅଯୋଧ୍ୟା ଶୁଣାଣି - ସୁପ୍ରିମ କୋର୍ଟ

ଅଯୋଧ୍ୟା ମାମଲାର ଶୁଣାଣି ଜାରି । ଏ ମାମଲାରେ ଚାଲିଥିବା ଦୈନିକ ଶୁଣାଣି ଆଜି ଷଷ୍ଠ ଦିନରେ ପହଞ୍ଚିଛି । ହିନ୍ଦୁଙ୍କ ପକ୍ଷରୁ ତଥ୍ୟ ରଖୁଛନ୍ତି ଓକିଲ ସିଏସ ବୈଦନାଥ ।

ଫାଇଲ ଫଟୋ
author img

By

Published : Aug 14, 2019, 12:25 PM IST

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଏ ମାମଲାର ଚାଲିଥିବା ଦୈନିକ ଶୁଣାଣି ଆଜି ଷଷ୍ଠ ଦିନରେ ପହଞ୍ଚିଛି।

ହିନ୍ଦୁଙ୍କ ପକ୍ଷରୁ ଓକିଲ ସିଏସ ବୈଦନାଥ ସ୍କନ୍ଧ ପୁରାଣରୁ ନିଜ ତର୍କ ଆରମ୍ଭ କରିଥିଲେ । ଶୁଣାଣି ପୂର୍ବରୁ ପ୍ରଥମେ ଐତିହାସିକ ତଥ୍ୟ ରଖିବା ପରେ ପ୍ରତ୍ନତାତ୍ବିକ ତଥ୍ୟ ମାଧ୍ୟମରେ ସମସ୍ତ ବିଷୟକୁ ପ୍ରମାଣିତ କରିବେ ବୋଲି ସିଏସ ବୈଦନାଥ କହିଛନ୍ତି । ଅନ୍ୟପକ୍ଷରେ ଆକବର ଓ ଜାହାଙ୍ଗିରଙ୍କ ଶାସନ କାଳରେ ଭାରତକୁ ଆସିଥିବା ଓ୍ବିଲିୟମ ଫିଞ୍ଚ୍‌ ଓ ଓ୍ବିଲିୟମ ହକିନ୍ସ ଅଯୋଧ୍ୟା ବିଷୟରେ ଲେଖିଥିବା ବୈଦନାଥ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.