ETV Bharat / bharat

DTC ବସରେ ମହିଳାଙ୍କ ମାଗଣା ଯାତ୍ରା ପ୍ରସଙ୍ଗ: ନିଷ୍ପତି ବିରୋଧରେ ହାଇକୋର୍ଟରେ ଯାଚିକା ଦାୟର

author img

By

Published : Nov 8, 2019, 1:01 AM IST

ଡିଟିସି ବସରେ ମହିଳାଙ୍କ ପାଇଁ ମାଗଣା ପାସ ଦେବାକୁ ବିରୋଧ କରି ହାଇକୋର୍ଟରେ ଯାଚିକା ଦାୟର ।

HCରେ ଯାଚିକା ଦାୟର

ନୂଆଦିଲ୍ଲୀ: ଡିଟିସି ବସରେ ମହିଳାଙ୍କ ପାଇଁ ମାଗଣା ପାସ ଦେବାକୁ ବିରୋଧ କରି ହାଇକୋର୍ଟରେ ଯାଚିକା ଦାୟର । ଡିଟିସି ଓ କ୍ଲଷ୍ଟର ବସ ମାନଙ୍କରେ ମହିଳାଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୱାଲ ସରକାର ମାଗଣା ଯାତ୍ରା କରିବାର ବ୍ୟବସ୍ଥା କରିଛନ୍ତି । ଯାହାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଦିଲ୍ଲୀ ନିବାସୀ ଅଜମା ଜୈଦି ନାମକ ବ୍ୟକ୍ତି ଯାଚିକା ଦାୟର କରିଛନ୍ତି ।

ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆସନ୍ତା ଜାନୁଆରୀ 21ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ନିଷ୍ପତି ନିଆଯାଇଛି । ତେବେ ହାଇକୋର୍ଟରେ ଦାୟର ହୋଇଥିବା ଯାଚିକାରେ ମହିଳାଙ୍କ ମାଗଣା ଯାତ୍ରାକୁ ଅସମ୍ବିଧାନ ବୋଲି କୁହାଯାଇଛି । ଯାହାର ବିଚାର କରି ମୁଖ୍ୟ ବିଚାରପତି ଡିଏନ ପଟେଲଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଯେଉଁଠିରେ ଦାୟର କରିଥିବା ଅଜମା ଜୈଦିଙ୍କୁ ଏହା କିପରି ଅସମ୍ବିଧାନିକ କିମ୍ବା ଏଥିପାଇଁ ଦିଲ୍ଲୀ ସରକାରଙ୍କୁ କେନ୍ଦ୍ରର ଅନୁମତି ନେବାର ଆବଶ୍ୟକତା ନେଇ ପ୍ରଶ୍ନ କରାଯାଇଥିଲା ।

ଯାହାର ଉତ୍ତରରେ ସରକାରଙ୍କ ନିଷ୍ପତି ଭେଦଭାବପୂର୍ଣ୍ଣ କହିବା ସହ ମହିଳାଙ୍କ ପାଇଁ ମାଗଣା ବସ ସେବା କରଦାତାଙ୍କଠାରୁ ଆଦାୟ ସରକାରୀ ରାଜସ୍ବକୁ କ୍ଷତି ପହଞ୍ଚାଉଛି ବୋଲି ଅଜମା କହିଥିଲେ। ତେଣୁ ଏହାକୁ ନଜରରେ ରଖି କେଜରିୱାଲ ସରକାରଙ୍କ ଦ୍ବାରା ଗତ 28 ଅକ୍ଟୋବରରୁ ଜାରି କରାଯାଇଥିବା ଅଧିସୂଚନାକୁ ଭେଦଭାବପୂର୍ଣ୍ଣ କହିବା ସହ ଏହି ନିଷ୍ପତିକୁ ବଦଳାଇବାକୁ ଯାଚିକାରେ ଦାବି କରାଯାଇଛି ।

Intro:नई दिल्ली। डीटीसी और क्लस्टर बसों में महिलाओं को मुफ्त यात्रा कराने के दिल्ली सरकार के फैसले के खिलाफ दिल्ली हाईकोर्ट में एक याचिका दायर की गई है। हाई कोर्ट इस मामले पर 21 जनवरी को सुनवाई करेगा।

Body:याचिका दिल्ली निवासी अजमा जैदी ने दाखिल किया है। याचिका में इस फैसले को असंवैधानिक बताया गया है। सुनवाई के दौरान चीफ जस्टिस डीएन पटेल की अध्यक्षता वाली बेंच ने याचिकाकर्ता से पूछा कि वह कैसे कह रही हैं कि यह निर्णय असंवैधानिक है या इसके लिए दिल्ली सरकार को केंद्र की अनुमति लेने की जरूरत है।

Conclusion:सीकर में कहा गया है कि महिलाओं को मुफ्त बस यात्रा से करदाताओं से प्राप्त सरकारी राजस्व को नुकसान पहुंचेगा।याचिका में मांग की गई है कि दिल्ली सरकार का 28 अक्टूबर को जारी अधिसूचना मनमाना और भेदभाव पूर्ण है। याचिका में इस अधिसूचना को निरस्त करने की मांग की गई है।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.