ETV Bharat / bharat

ଲଭ ଜିହାଦ ବିରୋଧରେ ଆଇନ ଆଣବେ ହରିୟାଣା ସରକାର ! - ଲଭ ଜିହାଦ ଆଇନ

ନିକିତା ହତ୍ୟାକାଣ୍ଡ ଘଟଣା ପରେ ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ବିଚାର କରୁଛନ୍ତି ହରିୟାଣା ସରକାର । ଅଧିକ ପଢନ୍ତୁ...

ଲଭ ଜିହାଦ ବିରୋଧରେ ଆଇନ ଆଣବେ ହରିୟାଣା ସରକାର!

author img

By

Published : Nov 1, 2020, 10:04 PM IST

ଚଣ୍ଡିଗଡ: ହରିୟାଣାର ଝିଅ ନିକିତା ହତ୍ୟାକାଣ୍ଡ ଘଟଣା ପରେ ଲଭ ଜିହାଦକୁ ନେଇ ଦେଶରେ ସରଗରମ ହୋଇଛି ରାଜନୀତି । ଏହି ଘଟଣା ପରେ ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ବିଚାର କରୁଛନ୍ତି ହରିୟାଣା ସରକାର ।

ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ରବିବାର ଟ୍ବିଟ କରି କହିଛନ୍ତି, ରାଜ୍ୟ ସରକାର ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ବିଚାର କରୁଛି । ଏହା ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନିଥ ସରକାର ଲଭ ଜିହାଦକୁ ରୋକିବା ପାଇଁ ଆଇନ ଆଣିବେ । ଯୋଗୀ ଚେତାବନୀ ଦେଇଥିଲେ ଯେ ଯେଉଁମାନେ ଝିଅଙ୍କ ସମ୍ମାନ ସହ ଖେଳିବ ସେମାନଙ୍କର 'ରାମ ନାମ ସତ୍ୟ ହେ' ହେବ ।

ଲଭ ଜିହାଦ ବିରୋଧରେ ଆଇନ ଆଣବେ ହରିୟାଣା ସରକାର!
ଲଭ ଜିହାଦ ବିରୋଧରେ ଆଇନ ଆଣବେ ହରିୟାଣା ସରକାର!

ହରିୟାଣାର ଛାତ୍ରୀ ନିକିତା ହତ୍ୟା ମାମଲାକୁ ନେଇ ନାରାଜ ଅଛନ୍ତି ଖଟ୍ଟର ସରକାର । ଘଟଣାରେ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ । ତେବେ ବର୍ତ୍ତମାନ ମାମଲାରେ ଏସଆଇଟି ଲଭ ଜିହାଦର ଦିଗକୁ ନେଇ ମଧ୍ୟ ଯାଞ୍ଚ କରିବ ବୋଲି ସୂଚନା ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.