ETV Bharat / bharat

କୋରୋନା ଭୟ: ସାମାଜିକ ଦୂରତା ବଜାୟ ପାଇଁ ଟ୍ରି ହାଉସ ବନାଇଲେ ବ୍ୟକ୍ତି

author img

By

Published : Apr 10, 2020, 3:31 PM IST

ସାମାଜିକ ଦୂରତା ବଜାୟ ରଖିବାକୁ ଗଛରେ ଘର ବନାଇଲେ ବ୍ୟକ୍ତି । କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଅସୋଧା ଗ୍ରାମର ଜଣେ ବ୍ୟକ୍ତି ନିଜର ସାମାଜିକ ଦୂରତା ପାଇଁ ଗଛରେ ଘର କରି ରହୁଥିବା ଦେଖିବାକୁ ମିଳିଛି ।

tree house
ସାମାଜିକ ଦୂରତା ବଜାୟ ପାଇଁ ଟ୍ରି ହାଉସ ବନାଇଲେ ବ୍ୟକ୍ତି

ଲକ୍ଷ୍ନୌ: ସାମାଜିକ ଦୂରତା ବଜାୟ ରଖିବାକୁ ଗଛରେ ଘର ବନାଇଲେ ବ୍ୟକ୍ତି । କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଅସୋଧା ଗ୍ରାମର ଜଣେ ବ୍ୟକ୍ତି ନିଜର ସାମାଜିକ ଦୂରତା ପାଇଁ ଗଛରେ ଘର କରି ରହୁଥିବା ଦେଖିବାକୁ ମିଳିଛି । ମୁକୁଲ ତ୍ୟାଗୀ ନାମକ ଏହି ବ୍ୟକ୍ତି ଜଣଙ୍କ ଏକ ଗଛରେ ଶୁଖା କାଠି ଏବଂ କିଛି କାଠ ନେଇ ଘର କରିଛନ୍ତି ।

ମୁକୁଲ ତ୍ୟାଗିଙ୍କ କହିବା ଅନୁଯାୟୀ, ଦେଶରେ କୋରୋନା ଭାଇରସ ଦ୍ରୁତ ଗତିରେ ବଢୁଛି । ଏଭଳି ସମୟରେ ସାମାଜିକ ଦୂରତା ବଜାୟ ରଖିବା ନିହାତି ଆବଶ୍ୟକ । ତେଣୁ ମୁଁ ଏବଂ ମୋ ପୁଅ ମିଶି ଗୋଟିଏ ଗଛ କାଟି ତାହାର ଡାଳରେ ଏକ ଘର ତିଆରି କରିଛୁ । ଏଥିସହ ସେ କହିଛନ୍ତି, ତାଙ୍କ ବାପାଙ୍କ ପ୍ରସ୍ତାବରେ ହିଁ ସେ ଏହି ଘର ତିଆରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.