ETV Bharat / bharat

ସ୍ବାମୀ ନିତ୍ୟାନନ୍ଦଙ୍କୁ ଖୋଜୁଛି ଗୁଜୁରାଟ ପୋଲିସ - gujurat police investion against godman Nithyananda

ଶିଶୁ ଅପହରଣ ଏବଂ ଆଶ୍ରମ ପରିଚାଳନା ପାଇଁ ବେଆଇନ ଭାବେ ଶିଶୁଙ୍କୁ ନିୟୋଜିତ କରୁଥିବା ଅଭିଯୋଗରେ ଆତ୍ମଘୋଷିତ ବାବା ସ୍ବାମୀ ନିତ୍ୟାନନ୍ଦଙ୍କୁ ଖୋଜୁଛି ଗୁଜୁରାଟ ପୋଲିସ।

ଫାଇଲ ଫଟୋ
author img

By

Published : Nov 22, 2019, 1:23 PM IST

ଅହମ୍ମଦାବାଦ: ଆତ୍ମଘୋଷିତ ବାବା ସ୍ବାମୀ ନିତ୍ୟାନନ୍ଦଙ୍କୁ ଖୋଜୁଛି ଗୁଜୁରାଟ ପୋଲିସ। ଶିଶୁ ଅପହରଣ ଏବଂ ଆଶ୍ରମ ପରିଚାଳନା ପାଇଁ ବେଆଇନ ଭାବେ ଶିଶୁଙ୍କୁ ନିୟୋଜିତ କରୁଥିବା ଅଭିଯୋଗ ସ୍ବାମୀ ନିତ୍ୟାନନ୍ଦଙ୍କ ବିରୋଧରେ ଆସିଛି।

ଶିଶୁ ଅପହରଣ ଓ ଆଶ୍ରମ ପରିଚାଳନା ପାଇଁ ବେଆଇନ ଭାବେ ଶିଶୁଙ୍କୁ ନିୟୋଜିତ କରୁଥିବା ଅଭିଯୋଗରେ ଗତ ଗୁରୁବାର ସ୍ବାମୀ ନିତ୍ୟାନନ୍ଦଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ସେ ଦେଶ ଛାଡି ପଳାୟନ କରିଥିବା ବେଳେ ବୈଦେଶିକ ମନ୍ତ୍ରଣାଳୟ ଏବଂ ଅନ୍ୟ ଏଜେନ୍ସିଙ୍କ ସହଯୋଗରେ ଗୁଜୁରାଟ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ଅହମ୍ମଦାବାଦ ରୁରାଲ ଏସପି ଆରଭି ଅସାରିଙ୍କ କହିବା ଅନୁଯାୟୀ, ସ୍ବାମୀ ନିତ୍ୟାନନ୍ଦ ଏବଂ ତାଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଚାରି ଜଣ ଶିଶୁଙ୍କୁ ଅପହରଣ ମାମଲାରେ ତାଙ୍କର ଦୁଇ ଶିଷ୍ୟ ସ୍ବାଧୀ ପ୍ରାଣ ପ୍ରିୟାନନ୍ଦ ଏବଂ ପ୍ରିୟତବ ସିଦ୍ଧି କିରଣଙ୍କୁ ଗିରଫ କରି ଏକ ଫ୍ଲାଟରୁ ଉକ୍ତ ଶିଶୁଙ୍କୁ ଉଦ୍ଧାର କରିଛି ପୋଲିସ। ଏ ଘଟଣାରେ ଉକ୍ତ ଚାରି ଜଣ ଶିଶୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.