ETV Bharat / bharat

ଆଜି ଗୁଜୁରାଟ ରାଜ୍ୟସଭା ଉପନିର୍ବାଚନ - rajya-sabha

ଶୁକ୍ରବାର ଗୁଜୁରାଟର ଦୁଇଟି ରାଜ୍ୟସଭା ସିଟରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସକାଳ 9ଟାରେ ମତଦାନ ଆରମ୍ଭ ହେବ ।

ଫାଇଲ ଫଟୋ
author img

By

Published : Jul 5, 2019, 8:36 AM IST

ଗାନ୍ଧୀନଗର: ଗୁଜୁରାଟର ଦୁଇଟି ସିଟରେ ଶୁକ୍ରବାର ଉପନିର୍ବାଚନ ହେବ । ମତ ଦାନ ସକାଳ 9ଟାରୁ ଅପରାହ୍ନ 4ଟା ଯାଏଁ ଚାଲିବ । ସଂଧ୍ୟା 5ଟାରେ ମତ ଗଣନା ହେବା ପରେ ଫଳ ପ୍ରକାଶ ପାଇବ ।

କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହ ଓ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ଗୁଜୁରଟର ଦୁଇଟି ରାଜ୍ୟସଭା ଆସନ ଖାଲି ଥିଲା ।

ଗୁଜୁରାଟ ବିଧାନସଭାର ଅଙ୍କ ଗଣନାକୁ ଦେଖି କ୍ଷମତାସୀନ ବିଜେପିର ଦୁଇ ଜଣ ପ୍ରାର୍ଥୀ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରଦେଶ ଓବିସି ମୋର୍ଚ୍ଚାର ନେତା ଜୁଗଲଜୀ ଠାକୁରଙ୍କ ବିଜୟ ସୁନିଶ୍ଚିତ ନେଇ ଅନୁମାନ କରାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.