ETV Bharat / bharat

ତେଲାଙ୍ଗାନା ପୋଲିସକୁ 1ଲକ୍ଷ ଟଙ୍କା ପୁରସ୍କାର ଦେବେ ଗୁଜୁରାଟର ବ୍ୟବସାୟୀ

author img

By

Published : Dec 6, 2019, 4:59 PM IST

ତେଲାଙ୍ଗାନା ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜୁରାଟର ଜଣେ ବ୍ୟବସାୟୀ । 4 ଗଣଦୁଷ୍କର୍ମକାରୀ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଗୁଜୁରାଟର ବ୍ୟବସାୟୀ ଏହାକୁ ପ୍ରଶଂସନୀୟ କାର୍ଯ୍ୟ ବୋଲି କହିଛନ୍ତି ।

ହାଇଦ୍ରାବାଦ ପୋଲିସ
ହାଇଦ୍ରାବାଦ ପୋଲିସ

ଗାନ୍ଧୀନଗର: ବହୁଚର୍ଚ୍ଚିତ ହାଇଦ୍ରାବାଦ ଗଣଦୁଷ୍କର୍ମରେ ସାମିଲ 4 ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର ପରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ମଧ୍ୟ ପୋଲିସର ଏପରି କାର୍ଯ୍ୟକୁ କରିଛନ୍ତି ପ୍ରଶଂସା । ଏହାରି ଭିତରେ ଗୁଜୁରାଟର ଜଣେ ବ୍ୟବସାୟୀ ତେଲାଙ୍ଗାନା ପୋଲିସକୁ 1 ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।

ହାଇଦ୍ରାବାଦ ପୋଲିସକୁ 1ଲକ୍ଷ ଟଙ୍କାର ପୁରସ୍କାର ଦେବେ ଗୁଜୁରାଟ ବ୍ୟବସାୟୀ

ରାଜଭା ଗୋହିଲ ନାମକ ଏହି ବ୍ୟବସାୟୀ ତେଲାଙ୍ଗାନା ପୋଲିସର କାର୍ଯ୍ୟରେ ଅତ୍ୟନ୍ତ ଖୁସିଥିବା କହିଛନ୍ତି । ମହିଳା ଡ଼ାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ବର୍ବରୋଚିତ ହତ୍ୟା କରିଥିବା ଏହି ଅଭିଯୁକ୍ତମାନଙ୍କ ସହ ଯାହା ହୋଇଛି ଠିକ ହୋଇଛି ବୋଲି ସେ କହିଛନ୍ତି ।

ପୋଲିସର କାର୍ଯ୍ୟ ପ୍ରଶଂସନୀୟ । ଅଭିଯୁକ୍ତମାନଙ୍କୁ ହତ୍ୟା କରି ପୋଲିସ ଠିକ କରିଛି ବୋଲି କହିଛନ୍ତି ଏହି ଉଦ୍ୟୋଗପତି । ତେଣୁ ସେ ନିଜେ ହାଇଦ୍ରାବାଦ ଯାଇ ପୋଲିସକୁ ନଗଦ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।

Intro:એપૃવલ : વિહાર સર
ફોર્મેટ : એવીબી
નોંધ :મેનેજ સ્ટોરી (2)

આજે દેશભરમાં હૈદરાબાદ દુષ્કર્મ ની ઘટના ના આરોપીઓનું હૈદરાબાદ પોલીસે રીકન્ટ્રક્શન સમયે પોલીસ પર હુમલો કરી ભાગવા જતા આ ઘટનાના ચારેય આરોપીઓ નું એન્કાઉન્ટર કરી નાખ્યું હતું. આ ઘટનામાં દેશભરના લોકો હૈદરાબાદ પોલીસ ને બિરદાવી રહ્યા છે ત્યારે મહુવા ના ઉદ્યોગ પતિ એ હૈદરાબાદ પોલીસ ને એક લાખ નું ઇનામ જાહેર કર્યું છે.હૈદરાબાદ પોલીસ વેલ્ફેર ફંડમાં મહુવાના રાજભા નામના ઉદ્યોગકારે એક લાખ ની પોલીસ કામગીરી ને બિરદાવવા ના ભાવ રૂપે જાહેર કર્યા . રોકડ રકમ ને સમગ્ર ગુજરાત જન તરફ થી હૈદરાબાદ પોલીસ ને મોકલવામાં આવશેBody:બાઈટ : રાજભા (ઉદ્યોગપતિ ,મહુવા) હિન્દીConclusion:બાઈટ : રાજભા (ઉદ્યોગપતિ , મહુવા )ગુજરાતી
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.