ETV Bharat / bharat

ଗୁଜୁରାଟ ଉପକୂଳରୁ 2 ପାକିସ୍ତାନୀ ଧୀବର ଗିରଫ, ବୋଟ ଜବତ

author img

By

Published : Oct 22, 2019, 3:16 PM IST

ଗୁଜୁରାଟ ଉପକୂଳରେ ବେଆଇନ ଭାବେ ଭାରତୀୟ ଜଳ ସୀମା ଉଲଙ୍ଘନ କରି ମାଛ ମାରୁଥିବା ଦୁଇଜଣ ପାକିସ୍ତାନ ଧୀବରଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ) ଗିରଫ କରିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଗାନ୍ଧୀନଗର: ଗୁଜୁରାଟ ଉପକୂଳରେ ବେଆଇନ ଭାବେ ଭାରତୀୟ ଜଳ ସୀମା ଉଲଙ୍ଘନ କରି ମାଛ ମାରୁଥିବା ଦୁଇଜଣ ପାକିସ୍ତାନ ଧୀବରଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ) ଗିରଫ କରିଛି । ଗିରଫ ଧୀବରଙ୍କ ଠାରୁ ଏକ ବୋଟ ଜବତ କରାଯାଇଛି । ତେବେ ସେ ଅଞ୍ଚଳରୁ କୌଣସି ସନ୍ଦିଗ୍ଧ ବସ୍ତୁ ଠାବ କରାଯାଇନାହିଁ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଗତ ସୋମବାର ସଂଧ୍ୟାରେ ଗୁଜୁରାଟ ଉପକୂଳରେ ବିଏସଏଫ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ କ୍ରିକ ଅଞ୍ଚଳରେ ଧୀବରଙ୍କୁ ମାଛ ଧରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ଅଞ୍ଚଳରେ ପେଟ୍ରୋଲିଂଙ୍କୁ ଜୋରଦାର କରାଯାଇଛି । ପୂର୍ବ ସପ୍ତାହରେ ମଧ୍ୟ ସେହି ଅଞ୍ଚଳରେ ଏକ ପାକିସ୍ତାନ ବୋଟକୁ ଜବତ କରାଯାଇଥିଲା ।

Intro:Body:

weftrd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.