ETV Bharat / bharat

ଅଗଷ୍ଟ 25ରୁ ଷ୍ଟାଚୁ ଅଫ ୟୁନିଟିକୁ ଜଗିବେ 272 CISF ଯବାନ

25 ଅଗଷ୍ଟରୁ 272 ସିଆଇଏସଏଫ ସୁରକ୍ଷାକର୍ମୀଙ୍କୁ ଷ୍ଟାଚ୍ୟୁ ଅଫ ୟୁନିଟିରେ ମୁତୟନ କରାଯିବ । ସିଆଇଏସଏଫ ସୁରକ୍ଷାକର୍ମୀଙ୍କ ମୁତୟନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଅଗଷ୍ଟ 25ରୁ ଷ୍ଟାଚୁ ଅଫ ୟୁନିଟିକୁ ଜଗିବେ 272 CISF ଯବାନ
ଅଗଷ୍ଟ 25ରୁ ଷ୍ଟାଚୁ ଅଫ ୟୁନିଟିକୁ ଜଗିବେ 272 CISF ଯବାନ
author img

By

Published : Aug 19, 2020, 8:52 PM IST

ଗାନ୍ଧୀନଗର: ଗୁଜୁରାଟରର କେଭଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିରେ ସିଆଇଏସଏଫ ସୁରକ୍ଷାକର୍ମୀଙ୍କ ମୁତୟନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ପ୍ରଥମ ପର୍ଯ୍ୟାୟରେ 25 ଅଗଷ୍ଟରୁ 272 ସିଆଇଏସଏଫ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ।

ପ୍ରଥମ ପର୍ଯ୍ୟାୟରେ 272 ଜଣ ସୁରକ୍ଷା କର୍ମୀଙ୍କୁ ଷ୍ଟାଚ୍ୟୁ ଅଫ ୟୁନିଟିରେ 25 ଅଗଷ୍ଟରୁ ମୁତୟନ କରିବା ନେଇ ସିଆଇଏସଏଫ ଡିଜି ରାଜେଶଙ୍କୁ ଚିଠି ମାଧ୍ୟମରେ ଜଣାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ରାଜଧାନୀ ଦିଲ୍ଲୀର ସମ୍ବେଦନଶୀଳ ସରକାରୀ ଭବନ ବ୍ୟତୀତ ସିଆଇଏସଏଫ ଭାରତର ପ୍ରାୟ ସମସ୍ତ ବିମାନବନ୍ଦର ଏବଂ ଦିଲ୍ଲୀ ମେଟ୍ରୋକୁ ସୁରକ୍ଷା ଯୋଗାଇଥାନ୍ତି । ତେବେ ସେପ୍ଟେମ୍ବର 2 ପର୍ଯ୍ୟଟକଙ୍କ ପାଇଁ ଷ୍ଟାଚୁ ଅଫ ୟୁନିଟି ଖୋଲାଯିବ ବୋଲି ଅନୁମାନ କରାଯାଇଛି । ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିଦିଆଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.