ETV Bharat / bharat

ଭାରତ-ଚୀନ ସେନା ମୁହାଁମୁହିଁ: ତାମିଲନାଡୁର ଜଣେ ଯବାନ ଶହୀଦ

ଗଲୱାନ ଭ୍ୟାଲିରେ ଚୀନ ସେନା ଗୁଳିରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ୨ ଯବାନ ଶହୀଦ ହୋଇଛନ୍ତି । ଏଥିରେ ତାମିଲନାଡୁର ରାମନାଥପୁରମ ଜିଲ୍ଲାର ଯବାନ ପାଜହାନୀ ଶହୀଦ ହୋଇଛନ୍ତି । ପାଜହାନୀଙ୍କ ଶହୀଦ ହେବା ଖବର ଶୁଣିବାରେ ପରେ ତାଙ୍କ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଭାରତ-ଚୀନ ସେନା ମୁହାଁମୁହିଁ
ଭାରତ-ଚୀନ ସେନା ମୁହାଁମୁହିଁ
author img

By

Published : Jun 16, 2020, 6:42 PM IST

ଚେନ୍ନାଇ: ଲଦାଖ ସୀମା ଗଲୱାନ ଭ୍ୟାଲିରେ ଚୀନ ସେନା ଗୁଳିରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ୨ ଯବାନ ଶହୀଦ ହୋଇଛନ୍ତି । ଏଥିରେ ତାମିଲନାଡୁର ରାମନାଥପୁରମ ଜିଲ୍ଲାର ଯବାନ ପାଜହାନୀ ଶହୀଦ ହୋଇଛନ୍ତି । ପାଜହାନୀଙ୍କ ଶହୀଦ ହେବା ଖବର ଶୁଣିବାରେ ପରେ ତାଙ୍କ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଭାରତ-ଚୀନ ସେନା ମୁହାଁମୁହିଁ: ତାମିଲନାଡୁର ଜଣେ ଯବାନ ଶହୀଦ
ଭାରତ-ଚୀନ ସେନା ମୁହାଁମୁହିଁ: ତାମିଲନାଡୁର ଜଣେ ଯବାନ ଶହୀଦ

ପାଜହାନୀ 22 ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ରହିଛନ୍ତି । ପାଜହାନୀଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି । ତାଙ୍କ ଭାଇ ମଧ୍ୟ ସେନାରେ କାର୍ଯ୍ୟରତ । ସେ ବର୍ତ୍ତମାନ ରାଜସ୍ଥାନରେ ଅବସ୍ଥାପିତ ରହିଛନ୍ତି ।

ତାମିଲନାଡୁର ଜଣେ ଯବାନ ଶହୀଦ

ତାମିଲନାଡୁର ସିଏମ କେ. ପାଲାନିସ୍ବାମୀ ଏବଂ ବିରୋଧୀଦଳର ନେତା ଏମ.କେ ଷ୍ଟାଲିନ ଶହୀଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପାଜହାନୀଙ୍କୁ ତାଙ୍କର ବଳିଦାନ ଏବଂ ବୀରତ୍ବ ପାଇଁ ଅଭିବାଦନ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.